ଶୋର୍ଯ୍ୟ ଜାଗରଣ ରଥକୁ ସୁବର୍ଣ୍ଣପୁରରେ ଭବ୍ୟ ସ୍ୱାଗତ

2
71
ଶୋର୍ଯ୍ୟ ଜାଗରଣ ରଥକୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୧୦) : ଶୌର୍ଯ୍ୟ ଜାଗରଣ ରଥ କୁ ଆଜି ସୁବର୍ଣପୁର ସହରରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ କରଯାଇଛି lWhatsApp Image 2023-10-05 at 11.11.59

ହିନ୍ଦୁତ୍ବ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ସାରା ଭାରତରେ ବୁଲୁଥିବା ଏଇ ରଥ ଆଜି ଜିଲ୍ଲାର ତରଭା ବ୍ଲକ, ସୋନପୁର ବ୍ଲକ ଓ ସୋନପୁର ସହର ରେ ଜନ ଜାଗରଣ କରିଥିଲା l ସହର ର ବ୍ଲକ ଛକ, ମଝିପଡ଼ା, ବିଜୁ ପଟ୍ଟନାୟକ ଛକ, ଟିକ୍ରିପଡ଼ା, ଗୁଣ୍ଡିଚା ମନ୍ଦିର, ସମେତ ପ୍ରମୁଖ ଛକ ମାନଙ୍କ ରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ମାତୃ ଶକ୍ତି ସଂଗଠନ ପ୍ରମୁଖ ସଂଗଠନ ର ପ୍ରମୁଖ ନେତା ଓ ନେତ୍ରୀ ଉଦ୍ୟୋକ୍ତl ସଂଜୁ ରାଣୀ ସିଂ, ସୁନନ୍ଦl ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ଅନନ୍ୟା ମେହେର, ନବ କିଶୋର ଦନ୍ତା, ସଞ୍ଜୟ ମହାପାତ୍ର, ସ୍ୱରୂପ ପାତ୍ର, ଜିତୁ ବଡ଼ମାଳି, ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା କଳସ ଦୀପ ଜାଗର ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ରଥ କୁ ପ୍ରଭୁ ହନୁମାନଙ୍କୁ ସ୍ୱାଗତ ଓ ଦର୍ଶନ କରି ହିନ୍ଦୁ ରାଷ୍ଟ୍ରର ସୁରକ୍ଷା ଏକତା ଓ ଶାନ୍ତି ପାଇଁ ଆଶୀର୍ବାଦ ଲାଭ କରିଥିଲେ l

2 COMMENTS

Comments are closed.