Friday, March 29, 2024

Top 5 This Week

Related Posts

ପୁଣି ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୪/୧୦) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନିଆରିବାଡି ଠାରେ ଜଣେ ଗ୍ରାମ ରୋଜଗାର ସେବକଙ୍କ ମୃତଦେହ ମିଳିଛି ।WhatsApp Image 2023-10-04 at 11.44.05

ପାରିପାର୍ଷିକ ଅବସ୍ଥାକୁ ଦେଖି ଅନୁମାନ କରାଯାଇ ପାରିବ ଯେ ଏହା ଏକ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତ ଶରୀର । ମୃତକ ଜଣକ ହେଲେ ରାଜୁ ମହାନ୍ତିଙ୍କ ପୁଅ ସୁଶୀଲ କୁମାର ମହାନ୍ତି । ସାନ ଉସ୍ତାପଡା ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟରତ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ଛାନବିନ କରୁଛି ।

Popular Articles