Friday, March 29, 2024

Top 5 This Week

Related Posts

ସ୍ୱଛତା ପକ୍ଷ ଅବସରରେ ରେଳ ଷ୍ଟେସନରେ ସ୍ୱଛତା ଆରମ୍ଭ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୧୦) : ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କାଶୀନଗର ରେଳ ଷ୍ଟେସନ ରେ ସଫେଇ କାର୍ଯ୍ୟକ୍ରମ ହାତ କୁ ନିଆଯାଇଛି ।

ସ୍ୱଛତା ପକ୍ଷ ଅବସରରେ ରେଳ ଷ୍ଟେସନରେ ସ୍ୱଛତା ଆରମ୍ଭ । ଆଜି ସକାଳେ କାଶୀ ନଗର ପୋଲିସ, ବ୍ଲକ ଓ ସାମ୍ବାଦିକ ମିଶି ରେଳ ଷ୍ଟେସନ ପରିସରକୁ ସଫା କରିଥିଲେ, କାଶୀନଗର ଥାନାର ଇନ୍ସପେକ୍ଟର ମମତା ପଣ୍ଡା, ବ୍ଲକ ର ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ଏନଏସି ଉପାଧ୍ୟକ୍ଷ୍ୟ ରଘୁରାମ ସାହୁ, ବରିଷ୍ଠ ନାଗରିକ ସୁବାସ ବିଶ୍ୱାସ ରାୟ, ତ୍ରିନାଥ ନାୟକ ସାମ୍ବାଦିକ ହୃଷିକେଶ ଗୌଡ଼, ସିମାଞ୍ଚଳ ମହାରଣା, ରାଜେଶ ମିଶାଲ, ଟି କ୍ରିଷ୍ଣା, ସମବେତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।

Popular Articles