କୁଟରାଗଡ଼ ଗ୍ରାମ ପଞ୍ଚାୟତ ରେ ଗାନ୍ଧି ଜୟନ୍ତୀ ଓ ଗ୍ରାମ ସଭା ଅନୁଷ୍ଠିତ

0
52
କୁଟରାଗଡ଼

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨/୧୦) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁଟରାଗଡ଼ ଗ୍ରାମ ପଞ୍ଚାୟତରେ ଗାନ୍ଧି ଜୟନ୍ତୀ ପାଳିତ ଓ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଗ୍ରାମ ସଭାରେ ସରପଞ୍ଚ ଙ୍କ ବିନା ଉପସ୍ଥିତି ରେ ଗ୍ରାମ ସଭା ଅନୁଷ୍ଠିତ । ଏଥି ରେ ଗ୍ରାମ ପଞ୍ଚାୟତ ର ସମସ୍ତ ୱାଡ଼ର୍ ସଭ୍ୟ ଓ ଆଶା କର୍ମୀ, ଅଙ୍ଗନୱାଡ଼ି, ସମାଜ ସେବୀ ପଦ୍ମ ଲୋଚନ ବିଭାର, ଗ୍ରାମ ରୋଜଗାର ସେବକ ପ୍ରମାଦ ନାଲ୍ଲା, ଅଜିତ କୁମାର ନାଲ, ଅରୁଣ,ମ୍ୱିକେ, ଗ୍ରାମ ର ସଭା ପତି ପ୍ରହ୍ଲାଦ ପାତ୍ର, ଗୌରୀ ପିଡ଼ିକକା, ହରି କୁଶୁଳିଆ, ମଧୁ ସୁଧନ ଏ ରୀ, ଯୁଧିଷ୍ଟି ବାଣୀ ଝାନି, ଭାରତ କିଲାକ, କେଶବ କିଲକା, ଶ୍ରୀ ନାଥ କଣ୍ଡମକା, ମଧୁ ସିକକା, ହେଲ ତ ୱର୍କର ଦୀପକ୍ ପଟ୍ଟନାୟକ,ଅନ ବ୍ରୋଜକିଶ୍ୱରି ଖଣ୍ଡଙ୍ଗା ଓ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ ।