Thursday, March 28, 2024

Top 5 This Week

Related Posts

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପର ଭାଇଜର୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୯) : ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପର ଭାଇଜର୍ ।

କୋଡ଼ିଙ୍ଗା ଅଙ୍ଗନବାଡି ସେକ୍ଟରର ସୁପରଭାଇଜର୍ ରାଜେଶ୍ୱରି ନାଗ , ବନ୍ଦୀଗୁଡ଼ା ଅଙ୍ଗନୱାଡ଼ି କର୍ମୀ ସୁଭାସିତା ପାତ୍ରଙ୍କ ଠାରୁ ୫୪୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । କୋଡ଼ିଙ୍ଗା ସେକ୍ଟର ଅଧୀନରେ ଥିବା ୨୩ ଗୋଟି ସେକ୍ଟରର ୨୨ ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ ୨୦୦ ଲେଖାଏଁ ଏବଂ ବନ୍ଦୀଗୁଡ଼ା ଅଙ୍ଗନବାଡିଙ୍କ ଠାରୁ ୧୦୦୦ ଟଙ୍କା , ସମୁଦାୟ ୫୪୦୦ ଟଙ୍କା ମାଗିଥିଲେ ମହିଳା ସୁପରଭାଇଜର୍ । ଅଧିକ ତଦନ୍ତ ନିମନ୍ତେ ପ୍ରଥମେ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ଏବଂ କୋଷଗୁମୁଡ଼ା ସ୍ଥିତ ICDS ଅଫିସ୍ ରେ ତନାଘନା କରୁଛି ଭିଜିଲାନ୍ସ ଟିମ୍

Popular Articles