Thursday, October 29, 2020
Home District News କଲ୍ୟାସିଂହପୁର କୋଷ୍ଟର ହାଉସ କୋଳନୀରେ ଚୋରି ଅଭିଯୋଗ, ଦୁଇ ଅଭିଯୁକ୍ତ ଅଟକ

କଲ୍ୟାସିଂହପୁର କୋଷ୍ଟର ହାଉସ କୋଳନୀରେ ଚୋରି ଅଭିଯୋଗ, ଦୁଇ ଅଭିଯୁକ୍ତ ଅଟକ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା ୧୭/ ୯): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନର୍ଗତ କଲ୍ୟାସିଂହପୁର କୋଷ୍ଟର ହାଉସ କୋଳନୀରେ ଚୋରି ଅଭି ଯୋଗ ଦୁଇ ଅଭିଯୁକ୍ତ ଅଟକ ।

କଲ୍ୟାସିଂହପୁର ବ୍ଲକ ପ୍ରାଗ୍ରମ୍ କୋଡିନେଟର ଆମ୍ବୃତ ନାୟକଙ୍କ ଘରୁ ବିଳମ୍ୱିତ ରାତ୍ର ରେ ଝରକା ପଟେ ହାତ ମାରି ଦୁଇ ଜଣ ଯୁବକ ଚୋରି କରି ଥିବା ସନ୍ଦେହ। ସାଇଁଣ୍ଟିପିକ ଟିମ୍ ର ତଦନ୍ତ ସନ୍ଧନୀ କୁକୁର ସହ ଗୋଟିଏ ଦଲ ଆସି ତଦନ୍ତ ଆରମ୍ଭ କରିଥିଲେ।ସନ୍ଧାନି କୁକୁର ପାଖରେ ଥିବା କ୍ୟାମ୍ପ ଆଡକୁ ଗତି କରିଥିଲା ।ସେଇଟି ଦୁଇ ଜଣ ଅଭିୁକ୍ତଙ୍କୁ ପାଇ ଥିଲା। ବିଷମକଟକ ବ୍ଲକ ର ଖମ୍ବେଶି ଗ୍ରାମ ର ଜଣେ ଆଉ ବୋରୋଡା ଗୁଡା ଗ୍ରାମ ର ଜଣେ ଯୁବକ ସେ ଯେସିଭି ରେ ହେଲ୍ପର ଭାବେ କାମ କରୁଥିବା ପୋଲିସ ଙ୍କ ଦ୍ଵାରା ସୂଚନା। ପୋଲିସ୍ ଦ୍ବାରା ଅଟକ। ଚୋରୀ ହୋଇ ଥିବା ବେନିଟ୍ ବେଗ ଟି ପାଖ ରେ ଥିବା ରାସ୍ତା ସାଇଡ ରେ ପିଙ୍ଗି ଦେଇ ଥିଲେ।ସେଥି ରେ ଥିବା ଗୋଟିଏ ସୁନା ଚେନ୍ ଆଉ ମଙ୍ଗଳ ସୂତ୍ର, ୨୦୦୦ ଟଙ୍କା, ସୁନା ରିଙ୍ଗ ଚୋରି ହୋଇ ଥିବା ପୋଲିସ ଙ୍କ ଦ୍ଵାରା ସୂଚନା ମିଳିଛି । ଏସ ଆଇ ହରି ବନ୍ଧୁ ବେହେରା ତଦନ୍ତ କରୁଥିବା କହିଛନ୍ତି ଯେ ଏହାର କେଶ୍ ନଂ ୧୫୩/୨୦, ୪୫୭/୩୮୦ ଆଇ ପି ସି ରେ ଏକ ମାମଲା ରୁଜୁ କରିଛନ୍ତି। ଆଉ ଦୁଇ ଜଣ ଯୁବକଙ୍କୁ ପୋଲିସ ନେଇ ପଚରା ଉଚରା ଜାରି କରୁଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: