ବିଷମ କଟକ ରେ କଂଗ୍ରେସର ପଦଯାତ୍ରା

1
59
ବିଷମ କଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୩୦/୦୯) : ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସ୍ଥିତ ପାତ୍ରଗୁଡା ଠାରୁ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।WhatsApp Image 2023-09-29 at 23.29.16

ପିସିସି ସଭାପତି ଶରତ ପଟନାୟକ ଙ୍କ ନିର୍ଦେଶ କ୍ରମେ ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବୁରୁ ଧର ଉଲ୍ଲାକା ଙ୍କ ପୂତ୍ର, ପି.ସି.ସି ମେମ୍ବର୍ ତଥା ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ଆସାଇ ପ୍ର।ଥି ନୀଳ ମାଧବ ଙ୍କ ଉଲ୍ଲାକା ତତ୍ତ୍ଵାବଧାନରେ ବିଷମ କଟକ ନିର୍ବାଚନ ମଣ୍ଡଳୀର ପାତ୍ରଗୁଡା ଠାରୁ ବିଷମକଟକ ବ୍ଲକ ଦେଇ ସଦର ଗ୍ରାମ ପରିକ୍ରମା କରି ମର୍କାମା ମନ୍ଦିର ଯାଏଁ ପରିକ୍ରମା କରିଥିଲେ । ଅକ୍ଟୋବର ପନ୍ଦର ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖୀଥିବା ସହ ଉଭୟ ବିଜେଡି ଓ ବିଜେପି ର ଅସଲ ଚିତ୍ର ଲୋକଙ୍କ ଆଗରେ ରଖିବାକୁ ଚେଷ୍ଟା କରିବା ସହ କଂଗ୍ରେସ ଦଳର ନିଜ ଆଭିମୁଖ୍ୟ ଲୋକଙ୍କ ପାଖରେ ରଖିବା ସହ ଏହି କାର୍ଯ୍ୟକ୍ରମ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ମାଧ୍ୟମରେ ଦଳ ନିଜର ନିର୍ବାଚନ ପ୍ରଚାର ଜାରୀରଖିଥିବା କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଷମକଟକ କଂଗ୍ରେସ ପ୍ରମୁଖ ନେତା ତଥା ପି.ସି.ସି ମେମ୍ବର ଅଶୋକ ଆଚାର୍ଯ୍ୟଙ୍କ , ଚନ୍ଦ୍ର ଶେଖର ବେହେରା, ଡମ୍ବରୁ କରକରିଆ, ରହିଦାଦସ କୁଶୁଳିଆ, କୃଷ କିଲକା, ହରି ମିଣିଅକା, କାଳିଆ, ମୁନିଗୁଡା ବ୍ଲକ୍ ସଭାପତି ଶତପଥୀ, ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତଥିଲେ ।

1 COMMENT

Comments are closed.