Tuesday, September 29, 2020
Home District News ଅଧ ପନ୍ତରିଆ ପଡ଼ିରହିଛି ପଶୁ ଡାକ୍ତର ଖାନା

ଅଧ ପନ୍ତରିଆ ପଡ଼ିରହିଛି ପଶୁ ଡାକ୍ତର ଖାନା

ରିପୋର୍ଟ: କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର (୧୬/୦୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁରବ୍ଲକ ସଦର ମହକୁମା ପଶୁଡାକ୍ତର ଖାନା ଅଧ ପନ୍ତରିଆ ହୋଇ ପଡିରହଛି ।ଏହି ପଶୁ ଡାକ୍ତର ଖାନା ନିର୍ମାଣ ନିମନ୍ତେ ଆରଡ଼ି ତରଫରୁ ଟଙ୍କା ଆସିଥିଲା।କାମ କରିବାକୁ ଆରମ୍ବକଲେ ଓ ଛାତ ପକାଇ ପ୍ଲାଷ୍ଟର କାମ ମଧ୍ୟ ସରିଯାଇଛି।

This slideshow requires JavaScript.

କିନ୍ତୁ ଆଜକୁ ପ୍ରାୟ ୮/୯ ମାସ ହେବ ଚୁନମାରି ଘରକୁ ହସ୍ତାନ୍ତ ରକରୁନାହାନ୍ତି।ଯଦ୍ୱାରା ଚନ୍ଦ୍ରପୁର ଅଞ୍ଚଳର ଗାଇ, ଗରୁ,ଛେଳି ଓ ମଇସି ମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହେଲେ ମରିଯିବା ଛଡ଼ା ଅନ୍ୟ କିଛି ନାହିଁ। ଏହି ଉପରୁକ୍ତ ବିଷୟରେ ପଶୁ ଡାକ୍ତର ଶଙ୍କରହିଆଲଙ୍କୁ ପଚାରୀ ବାରୁ ସେ କହିଛନ୍ତି ଯେ ଔଷଧ ରଖିବା ପାଇଁ ଯାଗା ନାହିଁ କିମ୍ବା ରହିବା ଯାଗା ନାହିଁ । ଔଷଧ ପତ୍ର ଯାହା ଆସିଲେ ପୁରୁଣା ଘରେ ରଖିଛନ୍ତି। ତାହାମଧ୍ୟ ବର୍ଷା ହେଲେ ପାଣି ଗଳୀଯାଉଛି। ତେଣୁ ମୁଁ ଉପରିସ୍ତ ଅଧିକାରୀଙ୍କୁ ଜଣାଇଦେଇଥିବା କହୁଛନ୍ତି। ଯଦି ସେହି ପଶୁ ଡାକ୍ତର ଖାନା ଥାଇ ଲୋକ ମାନଙ୍କ କାର୍ଯ୍ୟରେ ଆସୁନାହି ତେବେ କାହା ପାଇଁ ଡାକ୍ତର ଖାନା ନିର୍ମାଣ କରାଯାଇଥିବା ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାକୁ ଦ୍ରୁଷ୍ଟି ରଖି ଉପରିସ୍ତ ପ୍ରଶାସନିକ କାର୍ଯ୍ୟକାରୀ କରିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: