Tuesday, September 29, 2020
Home District News କୁର୍କୁଟାରେ ପ୍ରୟାସ ଜନ କଲ୍ଯାଣ ସମିତିର ବ୍ରୁକ୍ଷ ରୋପଣ

କୁର୍କୁଟାରେ ପ୍ରୟାସ ଜନ କଲ୍ଯାଣ ସମିତିର ବ୍ରୁକ୍ଷ ରୋପଣ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୧୫/୯/୨୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପ୍ରୟାସ ଜନ କଲ୍ଯାଣ ସମିତି କୁର୍କୁଟା ପକ୍ଷରୁ ଦ୍ବିତୀୟ ପର୍ଯ୍ଯାୟରେ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ସନ୍ଧ୍ଯାରେ ଅନୁଷ୍ଠିତ ହୋଇ ଯାଇଛି।

ବଡବାଉଁଶେନ ପଞ୍ଚାୟତ ଅନ୍ତର୍ଗତ କୁର୍କୁଟା ହାଇସ୍କୁଲ ପଡିଆରୁ ପତିତପାବନ ଆଶ୍ରମ ପର୍ୟ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆମ୍ବ, ନିମ୍ବ, ଶାଗୁଆନ, କରଞ୍ଜ, ଆକାଶିଆ, କ୍ରୁଷ୍ନଚୂଡା ଆଦି ବିଭିନ୍ନ ପ୍ରଜାତିର ବ୍ରୁକ୍ଷ ଚାରା ରୋପଣ କରାଯାଇଥିଲା। ସେହିପରି କରୋନା ମହାମାରୀରୁ ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ନିମିତ୍ତ ମାକ୍ସ, ସାନିଟାଇଜର ବ୍ଯବହାର କରିବାକୁ ଲୋକଙ୍କୁ ମଧ୍ଯରେ ସଚେତନତା ସ୍ରୁଷ୍ଟି କରାଯାଉଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ସଭାପତି ଜନାର୍ଦନ ପଣ୍ଡା, ଉପସଭାପତି ଗୋବିନ୍ଦ ସା, ସଂପାଦକ ହେମନ୍ତ ମହାନନ୍ଦ, ସହସଂପାଦକ କୁଳମଣି ଧରୁଆ, କୋଷାଧ୍ୟକ୍ଷ ବିବେକ ପାଣିଗ୍ରାହୀ, ଆକାଶ ସାହୁ, ଜତିନ ମହାନନ୍ଦ, ରିତିକ ସାହୁ, ସୋମନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: