Friday, March 29, 2024

Top 5 This Week

Related Posts

ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୮/୦୯) : ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ । ଗତ ୩୧ ତାରିଖରୁ ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ ।

ଏହାସହ ରୋଗୀ ସେବା ମଧ୍ୟ ନିରନ୍ତର ଭାବେ ଜାରି ରଖିଥିଲେ । କିନ୍ତୁ ରାଜ୍ୟ ସରକାର ତାଙ୍କ ଦାବି ପୂରଣ ନକରିବାରୁ ରାଜରାସ୍ତାକୁ ଓହ୍ଲାଇଛି ଆୟୁଷ ଛାତ୍ରସଂଘ । ଲୋୟର ପିଏମ୍‌ଜିରେ ଆୟୁଷ ଡାକ୍ତରଙ୍କ ଗର୍ଜନ । ବ୍ୟାରିକେଡ୍ ଭାଙ୍ଗିବା ସହ ଜୋରଦାର ବିକ୍ଷୋଭ । ବିଧାନସଭା ସମ୍ମୁଖକୁ ଧଶେଇ ପଶିବାକୁ ଉଦ୍ୟମ । ବିଭିନ୍ନ ଦାବି ନେଇ ୨୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଆୟୁଷ ଡାକ୍ତର ।

Popular Articles