Tuesday, September 29, 2020
Home Government News ବରଗଡ଼ ପୂର୍ତ୍ତ ବିଭାଗର ଦୁର୍ବଳତା

ବରଗଡ଼ ପୂର୍ତ୍ତ ବିଭାଗର ଦୁର୍ବଳତା

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୧୨ ୵ ୯ ୵ ୨୦: ଗତ ୨୦୧୪ ମସିହାରେ ପଶ୍ଚିମ ଓଡିଶାର ଗଣପର୍ବ ଓ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଓ ପଶ୍ଚିମ ଓଡିଶା ବାସୀ ସିଧା ସଳଖ ରାଜ୍ୟରେ ଯୋଗାଯୋଗ କରିବା ପାଇଁ ନୁଆଁଖାଇ ଭେଟି ସ୍ବରୁପ ୩୪୦୦୦ କୋଟି ଟଙ୍କାର ଅଟକଳ ବ୍ଯୟରେ ବିଜୁ ଏକ୍ସପ୍ରେସ ୱେ ନାମରେ ନାମିତ କରି ଏସ ଏସ – ୩ ସୋହେଲା ଠାରୁ ବରିଗୁମ୍ତା ପର୍ଯ୍ୟନ୍ତ ଦୁଇ ଲାଇନ୍ ବିଶିଷ୍ଟ ପିଡବ୍ଲୁଡି ନିର୍ମାଣ ଯୋଜନା କାର୍ଯ୍ୟକାରୀ କଲେ ।

ସୋହେଲା ଠାରୁ ନୂଆପଡା ଭାୟା ପଦ୍ମପୁର ରାସ୍ତା କାମ ବର୍ତ୍ତମାନ ଚାଲୁଅଛି । ଆଜକୁ ପ୍ରାୟ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା କାମଟି ସମ୍ପୁର୍ଣ୍ଣ ହୋଇ ପାରୁନାହିଁ । ସମ୍ପୂର୍ଣ୍ଣ ହେବା ବିଷୟକୁ ବିଭାଗ ଭୁଲିଯାଉ ନିର୍ମାଣଧୀନରେ ଥିବା ରାସ୍ତାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମିତି କି ରାସ୍ତାରେ ଖାଳଖାଚ ଓ ପିଚୁ ହୋଇଥିବା ସିଲେକୋଟ,ଚିପସ,ମେଟାଲ ଉଠିବାରେ ଲାଗିଲାଣି ଓ ଏହି ଖାଳ ଖାଚରେ କ୍ରମର ଡଷ୍ଟ ପକାଇ ଦେଇଥିବା ରୁ ପଥାରୋହି ମାନଙ୍କ ଆଖିରେ ପଶି ଦୁର୍ଘଟଣା ସୃଷ୍ଟି କରୁଅଛି । ବିଭାଗୀୟ ପଦାଧିକାରୀ ଓ ଠିକାଦାର, ସରକାର ଙ୍କ ଉତ୍ତମ ଅର୍ଥ ବୁଝାମଣା ରେ ସାଧାରଣ ଜନତା ପେସୀ ହେଉଥିବାର ଆଲୋଚନା ହୁଏ । କେଉଁଟି ବ୍ରଜ ସାଇଟ ଦବି ଯାଇଛି ତ କେଉଁଠି ଡଭାଇଟ ୱଲ ୵ ସାଇୱଲ ଭାଙ୍ଗି ଯାଉଅଛି । ଏଯାଏଁ ବିଜ୍ର କାମ ଗୁଡିକ ଅଧୁରା ଓ ସିୱଳ କାମ ବାକି ଅଛି । ଚାଷୀଙ୍କ ଚାଷୀ ଜମିରେ ପକାଇ ରଖିଥିବା କଂକ୍ରିଟ୍ ଖଣ୍ଡ,ପିଚୁ ଖଣ୍ଡ ଏଯାଏଁ ଠିକାଦାର ଉଠାଇ ପାରୁନାହିଁ । ଫଳରେ ରାସ୍ତା ନିକଟସ୍ଥ ଚାଷୀ ଖଣିକୁ ଚାଷକରି ପାରୁ ନାହିଁ । ଏହା କଣ ବିଭାଗୀୟ ପ୍ରଶାସନ ଓ ସଂସ୍ଥାର ମଧୁ ଚନ୍ଦ୍ରିକା ନୁହେଁ କି ,ଏହା କଣ ଅର୍ଥ ଲୋଭ ପାଉଣାର ଉତ୍ତମ ବୁଝାମଣା ନୁହେଁ କି । ଏମିତି ଅନେକ ପ୍ରଶ୍ନ ଆସୁଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: