Tuesday, September 29, 2020
Home headline ବର୍ଷା ଋତୁରେ ପ୍ରକୃତିର ଲୋଭନୀୟ ଦୃଶ୍ୟ ଅତୁଳନୀୟ

ବର୍ଷା ଋତୁରେ ପ୍ରକୃତିର ଲୋଭନୀୟ ଦୃଶ୍ୟ ଅତୁଳନୀୟ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୨/୦୯): ସତ କହିବାକୁ ଗଲେ ଧରା ପୃଷ୍ଟରେ ପ୍ରକୃତିର ଦାନ ଅତୁଳନିୟ।ଠିକ ଯେମିତି କନ୍ଧମାଳ ଜିଲ୍ଲା।କନ୍ଧମାଳ ଜିଲ୍ଲାର ପାହାଡ,ପର୍ବତ,ଜଙ୍ଗଲ`ଝରଣା ଯେତିକି ମନୋରମ,ବର୍ଷା ଋତୁରେ ପର୍ବତ ଶିଖରରେ ଭସା ବାଦଲର ଦୃଶ୍ୟ ତାଠୁ ବେଶି ମନଲୋଭା।

ଏଥି ସହିତ ବର୍ଷା ଦିନରେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ।ଏ ସବୁ ଦୃଶ୍ୟ ଦେଖିଲେ ମନେ ହୁଏ ଯେମିତି ଭଗବାନ ପ୍ରକୃତିର ସବୁ ମନଲୋଭା ଜିନିଷ ଗୁଡାକୁ କନ୍ଧମାଳ ଜିଲ୍ଲାରେ ଅଜାଡି ଦେଇଛନ୍ତି।ବର୍ଷା ଦିନର ଦୃଶ୍ୟ ତ ନିଆରା।ଏ ସମୟରେ ପାହାଡ ପର୍ବତ ଶିଖରରେ ଭାସୁଥିବା ବାଦଲକୁ ଦେଖିଲେ ଲାଗେ ଯେମିତି ଇନ୍ଦ୍ରପୁରରେ ବୁଲୁଛୁ।ସବୁଠୁ ବେଶ୍ ମଜାଦାର ଲାଗେ ଦିନର ତିନୋଟି ରୂପକୁ ଅନୁଭବ କରିବା।ସକଳୁ କୁହୁଡିର ମଜା,ଆଠଟା ପରେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭବ,ଅପରାହ୍ନ ଗୋଟାଏ ପରେ ଘଡଘଡି ଗର୍ଜନ ସହ କଳାହାଣ୍ଡିଆ ମେଘର ଆଗମନ।ଏସବୁକୁ ଦେଖିଲେ ମନେହୁଏ ଯେମିତି ସ୍ବର୍ଗପୂରରେ ଅଛୁ।ତଥାପି ଜିଲ୍ଲାର ଅବସ୍ଥା ଜୈସେ ଥେ।ଏଣୁ ରାଜ୍ୟ ସରକାର ଜିଲ୍ଲାର ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ବା ର ମଜା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: