Tuesday, September 29, 2020
Home Death Case ବିଶିଷ୍ଟ ଶିକ୍ଷାବିତ୍ ଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତ୍ ଙ୍କ ପରଲୋକ

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର (୧୧/୦୯): ଗତକାଲି ବରୀ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ତଥା ସଂଗ୍ରାମୀ ସ୍ୱର୍ଗତ ବାସୁଦେବ ସାମଲ ଙ୍କ ଦୟାଦ୍ ପ୍ରଫେସର୍ ମନୀନ୍ଦ୍ର ସାମଲ (୭୩) ଙ୍କ ଦେହାନ୍ତ ଘଟିଛି।

ସୂଚନା ଯୋଗ୍ୟ କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ତଥା ସ୍ବର୍ଗତ ଶ୍ରୀ ସାମଲ ଙ୍କପତ୍ନୀ କାଞ୍ଚନ ବାଳା ସାମଲ ଓ ନିଜେ କରୋନା ପଯେତିବ ଚିଂହ୍ନଟ ହେବା ପରେ ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତ କଲି ତାଙ୍କ ବିୟୋଗ ଘଟିଛି ।ଆଜି ତାଙ୍କ ଉଦ୍ୟମ ରେ ଗଢି ଉଠିଥିବା ସେହି ମହିଳା ମହାବିଦ୍ୟାଳୟ ପରିସର ରେ ସରକାର ଙ୍କ କୋଭିଡ୍ ନିୟମ କୁ ମାନି ଏକ ସୋକ ସଭା ଅନଷ୍ଠିତ ହୋଇଯାଇଅଛି। ଦୁଇ ମିନିଟ୍ ନିରବ ପାର୍ଥନା ପରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ତାଙ୍କର ବିଭିନ୍ନ ସମାଜ ସେବା ଓ ଉତ୍ସର୍ଗକୃତ କାର୍ଯ୍ୟ କୁ ମାନେ ପକାଇ ବା ସହ ସ୍ୱର୍ଗତ ଆତ୍ମା ର ସଦଗତି କମାନ କରିଥିଲେ। ଉକ୍ତ ଶୋକ ସଭା ରେ ମହାବିଦ୍ୟାଳୟ ର ଅଧକ୍ଷ ଶଙ୍କର୍ଷଣ ପଣ୍ଡା, ପ୍ରାକ୍ତନ ବରୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିପିନ ବିହାରୀ ସାମଲ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପଢିଆରି, ଉଷାଦେବି ମହିଳା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ସାମଲ, ପ୍ରଧାନ ଶିକ୍ଷୟତ୍ରୀ ମୀନା ସାମଲ, ସମାଜ ସେବୀ ନିର୍ମଳ ଦାସ୍, ଶିକ୍ଷକ ଅଶୋକ ସାମଲ, ମହାବିଦ୍ୟାଳୟର ବରିଷ୍ଠ କିରାଣି ଚନ୍ଦ୍ରଭାନୁ ନାୟକ, ବିପ୍ର ଚରଣ ଜେନା ଙ୍କ ସମେତ ମହାବିଦ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: