Tuesday, September 29, 2020
Home Cultural & Festival ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୧୦ ୵ ୯ ୵ ୨୦): ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି ତଥାପି ପଶ୍ଚିମ ଓଡିଶାର ମହିଳା ମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି ।

ପୁଅ ଝିଅର କଲ୍ଯାଣ ନିମନ୍ତେ ସ୍ତ୍ରୀ ଲୋକ ମାନେ ନିର୍ଜିଲା ଉପବାସ କରିଥାନ୍ତି । ଦିନ ତମାମ ଖାଦ୍ଯ ଓ ପାଣି ନ ପିଇବା ନିଜର ପୁଅ ଝିଅର ମଙ୍ଗଳ କାମନା ତଥା ସୁଖ ଶାନ୍ତିରେ ଘରେ ଘରେ ତଥା ନିଜ ସଂର୍ପକୀୟ କୁ ନେଇ ସାମାଜିକ ଦୂରତା ରକ୍ଷା କରି ବିଶ୍ବ କଲ୍ଯାଣ ଉଦ୍ଦେଶ୍ୟରେ ପଦ୍ମପୁର,ପାଇକମାଲ, ଝାରବନ୍ଦ,ଗାଇସିଲେଟ, ବିଜେପୁର, ସୋହେଲା ଆଦି ସ୍ଥାନ ମାନଙ୍କରେ ପୂଜାର୍ଚ୍ଚନା କରୁଥିବା ର ଦେଖା ଯାଉଛି । ଓଷା କରିବା ସଙ୍ଗେ ସଙ୍ଗେ ପୂଜାର୍ଚ୍ଚନା ଓ ହୁଲ ହୁଲି ଧ୍ବନିରେ କରୋନା ନିଶ୍ଟିତ ପରାଜିତ ହେବ ବୋଲି ଆଶା ବାନ୍ଧିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: