ଶିଶୁ କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ

0
89
ଶିଶୁ କନ୍ୟାକୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଗାଁ’ର ଦରା ସାହି ନିକଟରେ ଏକ ନବଯାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ ।WhatsApp Image 2023-09-24 at 08.58.29 (1)

ଉକ୍ତ ଶିଶୁଟିକୁ ସିକରପାଇ ମେଡିକାଲରେ ଭର୍ତ୍ତି । ଉକ୍ତ ଖବରପାଇ କଲ୍ୟାଣସିଂହପୁର ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ କରୁଛି । ଶିଶୁଟିକୁ କିଏ ଜନ୍ମକରି ଛାଡି ଚାଲି ଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ଶିଶୁକନ୍ୟାକୁ ରାୟଗଡା ଚାଇଲ୍ଡଲାଇନ କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଉକ୍ତ ଶିଶୁ କନ୍ୟାକୁ ମେଡିକାଲରେ ଧରଣି ନାମ କରଣ କରାଯାଇଛି ।