Thursday, March 28, 2024

Top 5 This Week

Related Posts

ବନ୍ୟ ଜନ୍ତୁ ଆକ୍ରମଣ ରେ ଛେଳି ମୃତ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୪/୦୯) : ରାୟଗଡା ଜିଲ୍ଲା ଗୁଡ଼ାରୀ ରେଞ୍ଜ ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତ ଗୁଞ୍ଜିଗୁଡା ବଣରେ ବନ୍ୟ ଜନ୍ତୁ ଆକ୍ରମଣ ରେ ବହୁତ ଛେଳି ମୃତ ହୋଇଥିବା ଗୁଡାରି ରେଞ୍ଜର ଦିଲ୍ଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି lWhatsApp Image 2023-09-23 at 18.45.19

ଗତ କାଲି ଖଵର ପାଇ ଗୁଡାରି ରେଞ୍ଜର ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗୁଞ୍ଜିଗୁଡା ଗାଁ କୁ ଯାଇ ଅନୁଧ୍ୟାନ ଜାରି ରଖିଛନ୍ତି ଏବଂ ବିଭିନ୍ନ ସ୍ଥାନରେ କେମେରା ଲଗା ଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି l ଯଦି କୌଣସି ସୂଚନା ମିଳେ ତାହା ହେଲେ ମୁ ଜଣାଇବି ବୋଲି କହିଛନ୍ତି l ଆଉ ଯେଉଁ ପରିବାରର ଛେଳି ବନ୍ୟ ଜନ୍ତୁ ଆକ୍ରମଣରେ ମୃତ୍ୟ କରିଛନ୍ତି ସେହି ପରିବାର ଲୋକଙ୍କୁ ସରକାରଙ୍କ ନିୟମ ପ୍ରକାରେ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି l ଡେପୁଟି ରେଞ୍ଜର ଗଙ୍ଗାଧର ମିଶ୍ର, କେନ୍ଦୁଗୁଡା ଫରେଷ୍ଟର ନୃସିଂହ ଶତପଥୀ, i.c ଫରେଷ୍ଟର ଶିବ ପ୍ରସାଦ ପ୍ରଧାନ, ବନରଖି ଓ ପାରାଗାର୍ଡ ମାନେ ଉପସ୍ଥିତ ଥିଲେ l

Popular Articles