ଅନନ୍ତ ଚିନ୍ତାମଣି ଆଦିବାସୀ ସାମାଜିକ ସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

0
52
ଅନନ୍ତ ଚିନ୍ତାମଣି ଆଦିବାସୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୩/୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁଟରାଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରାମଣା କୁପୂଳି ଠାରେ ଅନନ୍ତ ଚିନ୍ତାମଣି ଆଦିବାସୀ ସାମାଜିକ ସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସଂଘର ସଭାନେତ୍ରୀ ଶ୍ରୀମତି ଅନିତା ପିଡି କାକା ଦ୍ଵାରା ଆୟୋଜନ କରା ଯାଇ ଥିଲା।WhatsApp Image 2023-09-22 at 23.26.26

ଗ୍ରାମର ଯୁବକ ମାନଙ୍କୁ ନେଇ ବିନୋଦ, ଦୀପକ, ବାବୁଲ, କୁନୁ, ନକୁଳ,ସଦାଶିବ, ମୁକେଶ ଓ ଡ଼ିଲୁ ଗ୍ରାମର ୱାଡ ମେମ୍ବର ସୁଶ୍ରୀ ଗୋରୀ ପିଦିକାକା, ବ୍ଲକ ର brp ସନ୍ଥୋଷ ଭିଭାର ଏବଂ ଗ୍ରାମ ର ମହିଳା ଛଟ ସ୍କୁଲ ଛାତ୍ର ଓ ଛାତ୍ରୀ ମାନକୁ ନେଇ କାର୍ଯ୍ୟ କର୍ମ ଅନୁଷଠିତ ହୋଇ ଥିଲା । ଏଥିରେ ଛଟ ଛଟ ସ୍କୁଲ ପିଲା ମାନେ ବୁବୁନୁ, ଶ୍ରୁର୍ତି, ମିନତୀ, ସନ୍ଧ୍ୟା, ଜିଲି, ରୁପମ, ଲକିର ହାତ ଧୂଆ କାର୍ଯ୍ୟକ୍ରମ କରାଯଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ଓ ସ୍ବଚ୍ଛତା ଉପରେ ସଂଘ ର ସମ୍ପାଦକ ମାଷ୍ଟର ଟ୍ରେନର ଶ୍ରୀ ନରୋତ୍ତମ ପାଢ଼ୀ ପିଲାମାନଙ୍କୁ ହାତ ଧୁଆ କିପରି କରାଯିବ ସେ ବିଷୟରେ ବୁଝାଇଥିଲେ ।