Tuesday, September 29, 2020
Home Business & Private କିରାନା ଦୋକାନରେ ସଟସର୍କିଟରୁ ଲାଗିଲା ନିଆଁ, ଲକ୍ଷ୍ୟାଧିକର ସାମଗ୍ରୀ ପାଉଁଶ

କିରାନା ଦୋକାନରେ ସଟସର୍କିଟରୁ ଲାଗିଲା ନିଆଁ, ଲକ୍ଷ୍ୟାଧିକର ସାମଗ୍ରୀ ପାଉଁଶ

ରିପୋର୍ଟ: ଯୁବରାଜ ଅଗ୍ରୱାଲ //
ଧର୍ମଗଡ (୦୫/୦୯): ସଟସର୍କିଟ ଯୋଗୁ ଅଗ୍ନି କାଣ୍ଡ ଘଟିବାରୁ ଗୋଟିଏ କିରାନା ଦୋକାନ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି |

ଧର୍ମଗଡ ସହରର କଲେଜ ରାସ୍ତାରେ ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଦୋକାନରେ ରାତି ପ୍ରାୟ ତିନି ଟାରେ ନିଆଁ ଲାଗି ଧୂଆଁ ବାହାରୁ ଥିବା ସେହି ରାସ୍ତା ଦେଇ ପେଟ୍ରୋଲିଙ୍ଗରେ ଯାଉଥିବା ପୋଲିସ ଦେଖିବା ପରେ ସମ୍ପୃକ୍ତ ଦୋକାନ ମାଲିକକୁ ଖବର ଦେବା ସହ ଅଗ୍ନିସମ ବିଭାଗକୁ ମଧ୍ୟ ଫୋନରେ ଖବର ଦେଇ ଥିଲେ | ଅଗ୍ନିସମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଦୋକାନରେ ଥିବା ସାମଗ୍ରୀ ଅଧିକାଂଶ ଜଳି ସାରିଥିଲା | ସଟସର୍କିଟ ଯୋଗୁ ନିଆଁ ଲାଗି ଯାଇ ଥିବା ଅନୁମାନ କରାଯାଉ ଥିବା ବେଳେ ଏହି ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: