Thursday, March 28, 2024

Top 5 This Week

Related Posts

Jk ପେପର ମିଲ ରେ ବିଶ୍ଵକର୍ମା ପୂଜା ivox ତରଫରୁ ପାଳିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୭/୯) : ରାୟଗଡ଼ା ଜିଲ୍ଲା jk ପେପର ମିଲ ରେ ବିଶ୍ଵକର୍ମା ପୂଜା ivox ତରଫରୁ ପାଳିତ ହୋଇ ଯାଇଛି ।

ନରୋତ୍ତମ ପାଢ଼ୀ ଙ୍କ ପୁରୋହିତରେ ivox ର ଉଚ୍ଚତମ ଅଧିକାରୀ ଶ୍ରୀ ଧରଣୀ ଧର ସାହୁ, ସୋରଜ କୁମାର ମହାନ୍ତି, ଅର୍ଜୁନ ସୁନା, ବିଶ୍ୱଜିତ୍ ରାଉତ, ପ୍ରଶାନ୍ତ ନାୟକ, ଭଗବାନ ସ୍ବାଇଁ, ଅଭିଜିତ ରାଉତ, ସନ୍ତୋଷ ଆଲାମିଲି ଓ ivox ର ସମସ୍ତ ସଦସ୍ୟ ଉପସ୍ଥିତି ରେ ପୂଜା ପାଳନ କରିଥିଲେ। jk ପେପର ମିଲ ର ଉଚ୍ଚତମ ଅଧିକାରୀ ଓ ସମସ୍ତ କର୍ମଚାରି ମାନଙ୍କୁ ivox ସଦସ୍ୟ ତରଫରୁ ବିଶ୍ଵ କର୍ମା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଶୁଭକାମନା ଓ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି ।

Popular Articles