Tuesday, September 29, 2020
Home Cultural & Festival ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପ-ଜିଲ୍ଲାପାଳଙ୍କ ଠାରେ ଦାବି

ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପ-ଜିଲ୍ଲାପାଳଙ୍କ ଠାରେ ଦାବି

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର (ତା ୩/୯/୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିର କୁ ନ ଭାଙ୍ଗିବା ପାଇଁ ପାଇକମାଲ ନାଗରିକ କମିଟି ପକ୍ଷରୁ ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ ପାଇକମାଲ ବ୍ଲକ

ନିକଟରେ ଆଜକୁ ୭୦ ବର୍ଷ ହେଲା ଶିବ ମନ୍ଦିର ଅବସ୍ଥିତ । ମନ୍ଦିର ପାଖରେ ବିଜୁ ଏକ୍ସପ୍ରେସ ୱେ ନୁତନ ରାସ୍ତା କାମ ନିର୍ମାଣ କରାଯାଉଛି । ଯଦ୍ବାରା କି ଶିବ ମନ୍ଦିର ଭାଙ୍ଗିଯିବ । ପ୍ରକାଶ ଥାଉକି ଶିବ ମନ୍ଦିରକୁ ନ ଭାଙ୍ଗି ବିଜୁ ରାସ୍ତା ନିର୍ମାଣ କରାଯାଇ ପାରିବ । କିନ୍ତୁ ତାହା ନ କରି ଶିବ ମନ୍ଦିର କୁ ଲାଗି ରାସ୍ତା ନିର୍ମାଣ କରା ଯାଉଛି । ସେଥିରେ ପାଇକମାଲ ବାସୀ ମର୍ମାହତ ହୋଇ ଶିବ ମନ୍ଦିର କୁ ନ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉ ବୋଲି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ଦେବା ସମୟରେ ଅନନ୍ତ କୁମାର ପଣ୍ଡା, ବିଜୟ ରାଓ,ଶ୍ଯାମ ଲାଲ ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ସୁବାସିନୀ ମେହେର, ଡାକ୍ତର ସବିତା ଚରଣ ମେହେର, ନିମାଇଁ ମହାପାତ୍ର ପ୍ରମୁଖ ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: