Tuesday, September 29, 2020
Home District News ବିଦ୍ୟୁତ ତାର ଲାଗି ଜେସିବି ଗାଡି ହେଲପରର ମୃତ୍ୟୁ, ବନ୍ଧୁଗାଁ

ବିଦ୍ୟୁତ ତାର ଲାଗି ଜେସିବି ଗାଡି ହେଲପରର ମୃତ୍ୟୁ, ବନ୍ଧୁଗାଁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା୧:୯:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଳକର ଆଲମଣ୍ଡ। ଗ୍ରାମର ନିକଟ ଦେଇ ବହି ଜାଉଥିବା ଝିଞ୍ଜାବତି ନଦୀ ନିକଟସ୍ଥ ପୁଳିଆ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧କେଭୀ ବିଜୁଳି ତାର ସଂସ୍ପର୍ଶରେ ଆସି ଜଣକର ମୃତ୍ୟୁ |

ମୃତ ବ୍ୟକ୍ତି ହେଲେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲାର ଖଣ୍ଡୀ ୱାରାମ ଗ୍ରାମର ଲାଲ କାଶି (୨୮) | ଗତକାଲି ରାତ୍ର ୧୧:୩୦ ସମୟରେ ବିଶାଖାପାଟଣା ଆଟ ନଗରରୁ ଓଡ଼ିଶାର କୋରାପୁଟ ଜିଲାର ଳକ୍ଷ୍ମିପୁର ବ୍ଳକକୁ ଏକ ଟ୍ରକ ନ AP 05TA 9979 ଗାଡ଼ିରେ ମାଟି ଖୋଳିବା ଜେସିବି ଗାଡ଼ିରେ ଯାଉଥିଲା । ରାତ୍ର ହୋଇଥିବାରୁ ରାସ୍ତା ଉପର ଦେଇ ଯାଇଥିବା ବିଜୁଳି ତାର ଜେସିବି ଗାଡ଼ିରେ ଲାଗିଥିବାର୍ ଟ୍ରକ ଚାଳକ କମେଟି ସନ୍ୟାସି ରାଓ ଦେଖି ଟ୍ରକ ହେଲପରକୁ ତାର କୁ ହଟାଇବା ପାଇଁ କହିଥିଲା | ଗାଡି ଚାଳକର କଥା ଶୁଣି ଳାଳ କାଶି ବିଜୁଳି ତାରକୁ ହଟାଇବା ପାଇ ଏକ ବାଡ଼ିରେ ତାରକୁ ଛୁଇଁବା ମାତ୍ରକେ ଲାଲ କାସିକୁ ୧୧କେଭି ତାର ଯାଉଥିବାରୁ ଝଟକା ଦେବା ଫଳରେ ଲାଲ କାଶି ରାସ୍ତା ପାର୍ଶ୍ଵରେ ଛିଟିକି ପଡିବା ଫଳରେ ମୁଣ୍ଡରେ ଅଧିକା ଆଘାତ ଲାଗି ଥିବାରୁ ଲାଲ୍ କସିଙ୍କ୍ ମୃତ୍ୟୁ ହୋଇଥିଲା । ରାତି ତମାମ୍ ମୃତ ଶରିରକୁ ଜଗି ରହିଥିଳେ ଜେସିବି ଚାଳକ | ସକାଳ ହେବା ପରେ ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଜଣାଇବରୁ ଉକ୍ତ ବିଶୟକୁ ନେଇ ଥାନା ଅଧିକାରୀ ଏ ଏସ ଆଇ ଶ୍ରୀ ସବର ଲାଲ ନେହେରୁ, ଏ,ପଟନାଇକ, ଗୃହରକ୍ଷୀ ସୁରେଶ ପ୍ରମୁଖ୍ ଘଟଣା ସ୍ଥଳକୁ ଯାଇ ଗାଡି ଓ ମୃତ ଶରିରକୁ ଜବତ କରି କେସ ନ ୮୮/୨୦୦୦ ଅନୁଜାଇ ଶଵକୁ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଗଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: