ଜୀବଜନ୍ତୁ ନିଷ୍ଟୁରତା ଉପରେ ଏକ କର୍ମଶାଳା ଅନୁଷ୍ଠିତ

0
59
ଜୀବଜନ୍ତୁ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୩/୯) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ପରିସର ରେ ଜୀବଜନ୍ତୁ ନିଷ୍ଟୁରତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶଳା ରେ ଭାଇସଚେୟାରମେନ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟଙ୍କ, ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ସଦାଶିବ ନାୟକ, cdvo ରାୟଗଡ଼ା ଡ. ହାଡିବନ୍ଧୁ ଭୋଇ, aw ରାୟଗଡ଼ା ଡ.ବିପ୍ରଚରଣ ବେହେରା, bvo ବିଷମ କଟକ ଡ. ଚମ୍ପେସର ଭାରତୀୟ, ଆଇଆଇସି ଶ୍ରୀ ଅମୋଲ ସାରଦର, ସମସ୍ତ୍ ୨୧ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେl ଏ ଲାଇ ହାଟ ମୁନିଗୁଡ଼ାପ୍ରଶାନ୍ତ ବଲଭାଇ, ଚାଟିକଣା, ରାଜଶେଖର ସାହୁ, ଦୁକୁମ୍ ହରି ଶ୍ଚନ୍ଦ୍ର ବାଘ୍, କରମ ଦାସ କୁଶୁଲିଆ ସାହାଡ଼ା, ସରପଞ୍ଚ ଅଜିତ ଶାରକା, କୁଟ୍ରାଗଡ ପଞ୍ଚାୟତ ସରପଞ୍ଚ ଏଲାମାଇ ପିଦିକାକ ଦେପତି ମୟ,, ଏ ଲାଇ କଙ୍କବଡି ପଞ୍ଚାୟତ ବିକାଶ ପଟ୍ଟନାୟକ ସମସ୍ତ ପ୍ରାଣୀ ଚିକିତ୍ସା ଲୟ ର ସମସ୍ତ କର୍ମ୍ କର୍ତ୍ତା ଉପସ୍ଥିତ ରହି ଥିଲେ ।

କାଙ୍କ ବଡି srp ଦୟା କୁଲିଶିକା, କଣାବାଇ ସରପଞ୍ଚ ଶ୍ରୀମତି ବାସନ୍ତୀ କଣ୍ଡଗିରୀ, ଦକୁଲୁଗୁଦା ସରପଞ୍ଚ ଶ୍ରୀମତି ବାସନ୍ତୀ ହିକାଜା , କିରଣ ସରାକା, ଦୁକୁମ ସରପଞ୍ଚ ଜୟନ୍ତୀ ଶରକା,ହେଲ୍ପ ଲାଇନ ସୁଜାତା ସାହୁ, ମାଳତୀ ମେଲେକା ଓ ପୂଷପଞ୍ଜଳି ରତାନଲୁ ସମସ୍ତ ମା ମରକମା ମହାବିଦ୍ୟାଳୟ ର ଶ୍ରୀମତି ଦିପତିମୟୀ , ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ଥିଲେ ।