Tuesday, September 29, 2020
Home District News ଗୁପ୍ତେଶ୍ୱର ପୀଠରେ ବନ୍ୟା ଆଶଙ୍କା

ଗୁପ୍ତେଶ୍ୱର ପୀଠରେ ବନ୍ୟା ଆଶଙ୍କା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୨୩/୦୮): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ବନ୍ୟାର ଆଶଙ୍କା ଦେଖାଦେଇଛି l

ମନ୍ଦିର ପାଦ ଦେଶରେ ଥିବା ଶାବରୀ ନଦୀର ଜଳସ୍ରୋତ ଧୀରେ ଧୀରେ ବଢିବାରେ ଲାଗିଛି l ନାଡ଼ୀଘଟରେ ଥିବା ଗଣେଶ ମନ୍ଦିର ପଯ୍ୟନ୍ତ ନଦୀ ପାଣି ମାଡିଛି l ଯଦି ଏହିଭଳି ବର୍ଷା ଲାଗି ରହିଲେ ଗୁପ୍ତେଶ୍ୱର ପୀଠ ସହ ହଳଦୀକୁଣ୍ଡ ପଂଚାୟତର ଅନେକ ଗ୍ରାମରେ ବନ୍ୟା ପରିସ୍ଥିତି ଆଶଙ୍କାକୁ ଆଡେଇ ଦିଆଯିବ ନାହିଁ l ଅନ୍ୟପଟେ ଗୁପ୍ତେଶ୍ୱର ପୀଠକୁ ଯିବା ପୂର୍ବରୁ ଡାକରିଘଟି ପରେ ଥିବା ସୁକନାଳ ନଦୀର ଜଳସ୍ରୋତ ମଧ୍ୟ ବଢ଼ିବାରେ ଲାଗିଛି l ଯଦି ଶୁକନାଳ ନଦୀ ବଢ଼ୀଯାଏ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯିବ ଗୁପ୍ତେଶ୍ୱର ପୀଠ l ବର୍ତମାନ ଉକ୍ତ ଅଂଚଳର ବହୁ ଗ୍ରାମରେ ଧାନ ଫସଲ ରେ ବାଧା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବହୁ ଗରିବ ଜନ ସାଧାରଣଙ୍କୁ ବିପତି ମଧ୍ୟକୁ ଟାଣି ନେଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: