ଗଣେଶ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0
61
ଗଣେଶ ପୂଜା

ରିପୋର୍ଟ : ଲୋକନାଥ ସାହୁ
ଗୁଡାରି, (୦୪/୦୯) : ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ବଂଶଧାରା କଲୋନି ଠାରେ ମାଁ ମାଣିକେଶ୍ଵରୀ କ୍ଲବ୍ ପକ୍ଷରୁ ଗଣେଶ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି lWhatsApp Image 2023-09-04 at 11.53.33 (1)

ପୂଜକ ଶ୍ରୀଯୁକ୍ତ ସୁଧାକର ନନ୍ଦ ତାଙ୍କ ଶାସ୍ତ୍ର ଅନୁସାରେ ନୀତିକାନ୍ତି ପୂଜା ଅର୍ଚନା କରି ଶୁଭ ଖୁଣ୍ଟି ସ୍ଥାପନ କରିଥିବା ଦେଖିବାକୁ ମିଳିଛି l ମାଁ ମାଣିକେଶ୍ଵରୀ କ୍ଲବ୍ ର ସମସ୍ତ୍ ଯୁବ ଗୋଷ୍ଠୀ ମାନେ ନିଜେ ନିଜେ ଅର୍ଥ କାଡିବା ସାଙ୍ଗକୁ ନିଜେ ମୂର୍ତ୍ତୀ ରୀତି ନୀତି ଅନୁଯାଇ ତିଆରି କରି ଏହି ଗଣେଶ ପୂଜା ପାଇଁ ଜୋର୍ ସର୍ କରି କରିବା ପାଇଁ ସ୍ଥିର କରିଛନ୍ତି l ଛୋଟ ଛୋଟ ପିଲା ମାନେ ଗଣେଶ ପୂଜା ପାଇଁ ଆଗ୍ରହ ହୋଇଥିବର ଦେଖି ସାହିର ବୁଦ୍ଧି ଯିବି ମାନେ ଭୂରି ଭୂରି ପ୍ରସଂଶା କରୁଛନ୍ତି l ଏହି ପୂଜାରେ ମାଁ ମାଣିକେଶ୍ଵରୀ କ୍ଲବ୍ ର ଜଗନ୍ନାଥ ନନ୍ଦ, ରବି ନାରାୟଣ ନନ୍ଦ, ପ୍ରଶାନ୍ତ ପରିଡା, କରନ ସାହୁ, ଲୁଟୁ ଗୁରୁ, ସୁରେଶ ରାଓ, ରାଜ କିଶୋର ନନ୍ଦ, ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l