Tuesday, September 29, 2020
Home District News ବର୍ଷାରେ ଭାଙ୍ଗିଲା ଘର,ଅଳ୍ପକେ ବର୍ତିଲେ ପରିବାର

ବର୍ଷାରେ ଭାଙ୍ଗିଲା ଘର,ଅଳ୍ପକେ ବର୍ତିଲେ ପରିବାର

ରିପୋର୍ଟ୍ : ଜଗନ୍ନାଥ ଦଳାଇ //
ଖଇରପୁଟ (୧୭/୦୮): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଖଇରପୁଟ କଲୋନୀ ସାହିରେ ଜଣଙ୍କ ଘର ଭାଙ୍ଗିଯାଇଛି । କିନ୍ତୁ ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି ।

କିଛି ଦିନ ଧରି ବର୍ଷା ଲଗିରାଇଛି।ଝାଟିମାଟି ଘର ବର୍ଷା ପାଣିରେ ବୁତୁରି ଯାଇଛି । ବର୍ଷା ଚାଡୁ ନଥିବାରୁ ସେଗୁଡିକ ସୁଖିନାହି । ଏହି ପରି ହୋଇ କଲୋନୀ ସାହିର ଈଶ୍ୱର ଜାନୀଙ୍କ ସ୍ତ୍ରୀକୁ ନେଇ ଈଶ୍ବରଙ୍କ ପରିବାର । ହେଲେ ସ୍ୱୀମି ଆନ୍ଧ୍ରା ରହୁଥିବା ବେଳେ ପିଲା ଛୁଆଙ୍କୁ ଧରି ଏକା ରହୁଛନ୍ତି। ଭାଗ୍ୟବଶତ ଦୁର୍ଘଟଣାରେ ପରିବାର କାହାକୁ ଆଘାତ ଲାଗିନାହିଁ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: