1. Best News : ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

0
77
ଗଣେଶ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୯/୦୮) : ଆଜି ରବିବାର ଦିନ ୧୦ଟା ସମୟରେ ଚଳିତ ବର୍ଷ ୧୦ ତମ ଗଣେଶ ପୂଜା ନିମନ୍ତେ ସ୍ଥାନୀୟ ବ୍ଲକକଲେନି ପୂଜା କମିଟିର ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ କରାଯାଉଛି ।

ଏହି ଶୁଭ ଅବସର ରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବ୍ଲକ ଜେଇ ଶ୍ରୀମାନ ଦୀପକ କୁମାର, ବି.ଜେ.ଡି ର ଶିବ ପ୍ରସାଦ ଦେଶାଇ ଏବଂ ପୂଜା କମିଟି ର ସୁମନ, ରାମ, ଦର୍ଶନ, କାହ୍ନା, ହେମାନସୁ,ସୁଭାମ, ଗଣେଶ, ବିକାଶ, ସଙ୍ଗମ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ମାନଙ୍କ ଭଳି ବହୁ ଧୁମ୍ ଧମ୍ ସହ ଆଡମ୍ବର ରେ ପୂଜା ବହୁ ଆଡ଼ମ୍ବରରେ ହେବ ବୋଲି ପୂଜା କମିଟି ତରଫ ରୁ ସୂଚନା ପ୍ରଦାନ କରାଯାଇଛି ।