1. Best News : ୱାର୍ଡ ନଂ ୧ ର କାଉନସିଲର ଜିଲ୍ଲାପାଳ ଙ୍କୁ ଭେଟିଲେ

0
97
ୱାର୍ଡ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୮) : ଗତ କାଲି ର ଶିଆଳି ଅଭିଯୋଗ ଶୁଣାଣି ରେ କାଶୀନଗର ଏନ ଏ ସି ୱାର୍ଡ ୧ ର କାଉନସିଲର ଜିଲ୍ଲାପାଳ ଙ୍କୁ ଭେଟି ଥିବା ଜଣାପଡିଛି ।

ସେ ନିଜ ଜନସାଧାରଣ ସରକାରୀ ଯାଗା ରେ ରହୁଥିବାରୁ ପଟା ପଉଟି ପାଉ ନାହାନ୍ତି ଯାହାଫଳରେ କୌଣସି ସୁବିଧା ପାଉ ନାହାନ୍ତି ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଙ୍କୁ ୱାକ ଦାବୀ ପାତ୍ର ଦେଇଛନ୍ତି ।