Friday, March 29, 2024

Top 5 This Week

Related Posts

1. Big News : ବ୍ଲୁଡ୍ରେକ୍ ଏକାଡେମୀ ର ଶୁଭ ଉଦଘାଟନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୭/୦୮) : କୋଳଥିଆ ଆମ୍ରି ହସ୍ପିଟାଲ ରାସ୍ତାରେ ବ୍ଲୁଡ୍ରେକ୍ ଏକାଡେମୀ ର ଶୁଭ ଉଦଘାଟନ ହୋଇଯାଇଛି l

ଏହି ଶୁଭ ଉଦଘାଟନ ଅବସରରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମାଜସେବୀ ଶୁଭଶ୍ରୀ ଦାସ, ଶିଳ୍ପଦ୍ୟୋଗୀ ସଂଘମିତ୍ରା ମୁଦୁଲି, ସୁନୀଲ ନାୟକ ଙ୍କ ସହିତ କୋଳଥିଆ ର କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସୁନ୍ଦରାୟ ଯୋଗଦେଇଥିଲେ l ୟୁନିଭରସିଟି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବ୍ଲୁ ଡ୍ରେକ୍ ଏକାଡେମୀ ମହିଳା ଉଦ୍ୟୋଗୀ ଏବଂ ଜନମଙ୍ଗଳ ତଥା ତାଙ୍କ ପରିଚାଳନା ଉପରେ କାର୍ଯ୍ୟ କରିବ l ଯାହାକି ତାଙ୍କ ଭବିଷ୍ୟତ ଉପରେ ପ୍ରାଧାନ୍ୟ ଦିଆଯାଇ ତାଲିମ୍ ଦିଆଯିବ ଯାହା ଫଳରେ ସେମାନେ ନିଜ ଗୋଡ଼ରେ ନିଜେ ଛିଡା ହେଇପାରିବେ l ବ୍ଲୁ ଡ୍ରେକ୍ ଏକାଡେମୀ ତରଫରୁ ଦେଶ ବାହାରେ ମଧ୍ୟ ଆଗକୁ ଇଣ୍ଟନସିଭ ଦେବା ର ସୁଯୋଗ ଦିଆଯିବ ବୋଲି ଏକାଡେମୀ ମୁଖ୍ୟ ଲୋପାମୁଦ୍ରା ପ୍ରଧାନ ପ୍ରକାଶ କରିଛନ୍ତି l

Popular Articles