Thursday, October 29, 2020
Home District News ବିଶୋଧନ ବେଳେ ଦମକଳ ଭାଙ୍ଗିଲା ବିଧବାଙ୍କ ଘର

ବିଶୋଧନ ବେଳେ ଦମକଳ ଭାଙ୍ଗିଲା ବିଧବାଙ୍କ ଘର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହାକୁମା ଠାରେ ବିଶୋଧନ କରିବାବେଳେ ଦମକଳ ଗାଡି ଧକା ଦେଇ ଭାଙ୍ଗିଲା ଭିଧବା ମହିଳାଙ୍କ ଘର ।

ଆଜି ଉକ୍ତ ପଞ୍ଚାୟତ ରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ସିକରପାଇକୁ ବିଶୋଧନ କରିବାପାଇଁ ପହଞ୍ଚି ଥିଲା ଦମକଳ ଗାଡି ମନ୍ଦିର ସାହି କୁ ବିଶୋଧନ କରୁଥିବା ବେଳେ ଉକ୍ତ ସାହିର ଭିଧବା ଶଶିରେଖା ଅଞ୍ଜିରାପୁ ପିଣ୍ଡାରେ ବସି ବେଶନ ମାଜୁଥିବା ବେଳେ ଅଗ୍ନିଶମ ଗାଡି ଧକ୍କା ଦେବାରୁ ଗୋଟିଏ ସାଇଡ ର କାନ୍ତ ଓ ମୁଖ୍ୟ ଖମ୍ବ ଭାଙ୍ଗିଯିବା ଫଳରେ ସଂପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଅଲ୍ପକେ ଭର୍ତ୍ତି ଗଲେ ବିଧବା ମହିଳା । ସେ ବର୍ତ୍ତମାନ ଘର ଭାଙ୍ଗିଯିବା ପରେ ଚିନ୍ତା ଗ୍ରସ୍ତ ହୋଇପଡିଛି ଏହାପରେ ସରପଞ୍ଚ ଅମ୍ବିକା ସାରାକା ଭିଧବା ଙ୍କ ଘରକୁ ପହଞ୍ଚି ସ୍ବାନ୍ତନା ଦେଇ ସମସ୍ୟା ବୁଝିଥିଲେ । ତେବେ ପ୍ରଶାସନ ପକ୍ଷରୁ ସହାୟତାଦେବାପାଇଁ ସାଧାରଣ ରେ ଦାବୀ ହୋଇଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: