Thursday, October 1, 2020
Home District News ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା |

କର୍ମୀଙ୍କୁ ଦାୟିତ୍ୱ ଦିଆଯିବା ସହିତ ପଞ୍ଚାୟତ ସ୍ତରୀୟ କମିଟି ମେମ୍ବର ହି ପଞ୍ଚାୟତର ସମସ୍ତ ଦାୟିତ୍ୱ ତୁଲାଇବ ଓ ପଞ୍ଚାୟତର ସମସ୍ତ ବିଜେଡି ଦଳର କଥା ସହମତରେ ପଞ୍ଚାୟତକୁ ଠିକ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଥିଲା | ଆଜି ବନ୍ଧୁଗାଁ ବ୍ଲକ ସଭାପତି ଶ୍ରୀ ସାରସା ଭଦ୍ରା ନାଗା, ନାରାୟଣ ପାଟଣା ବ୍ଲକରୁ ଆସକ ପୋଟନାଇକ,ଲୋଷ୍ମୀପୁର ଜିଲା ପରିଷଦ ଓ ରାଷ୍ଟ୍ର ବିଜେଡି ଦଳର ସମ୍ଫାଦକ ଓ ଜିଲା ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡି, ବ୍ଲକ ଏସ ଟି ସି ସଭାପତି ଲାଡୁ ହୁଈକା, ବ୍ଲକ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦେଵର ପୋଲି, ବ୍ଲକ ଯୁବ ସଭାପତି କାନୁଚରଣ ବେବରା ଓ ବନ୍ଧୁଗାଁ ବ୍ଲକର ବିଜେଡି ଦଳର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କର୍ମୀଙ୍କ ଯୋଗଦାନରେ ବୈଠକ ହୋଇଥିଲା | କରନା ରୋଗ ପାଇଁ ସାଧାରଣ ଭାବରେ ସାମାଜିକ ଦୂର ବଜାୟ ରଖି ଆଜିର ଆଲୋଚନା ବୈଠକ କରାଯାଇଥିଲା | ସେପରି ଏହି ବୈଠକରେ ଜୋନ-୧ରୁ ତିନିଜଣ ପୁରୁଷ ଓ ତିନିଜଣ ମହିଲା ଓ ଜୋନ -୨ ରୁ ଚାରିଜଣ ପୁରୁଷ ଓ ତିନିଜଣ ମହିଳା କରିବା ପାଇଁ ଓ ପ୍ରତି ଜୋନରେ କମିଟି ମେମ୍ବରଙ୍କ ସହ ଚାରିଜଣ ଅନ୍ୟାନ୍ୟ ଦାୟିତ୍ୱ ତୁଲାଇବା ସହ ଗୋଟିଏ ଜୋନ ରେ ୧୧ ଜଣ ଲେଖାଏଁ ସଦସ୍ୟ କରାଯିବା ସହ ଦୁଇଟି ଜୋନରେ ୨୨ଜଣ କମିଟି ମେମ୍ଭର ରହିବା ଜରୁରୀ ଓ ନିଜ ପଞ୍ଚାୟତର କର୍ମୀ ମାନଙ୍କ ପାଇଁ ଠିକ ପରିଚାଳନା କରିପାରିବ ବୋଲି ଶ୍ରୀ ପଣ୍ଡିତ ବିଷୟ କହିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: