Advertisements
Tuesday, August 4, 2020
Home District News ବନ୍ଧୁଗାଁରେ ଆଉ ୯ ଜଣ କରୋନା ରୋଗୀ ଚିହ୍ନଟ

ବନ୍ଧୁଗାଁରେ ଆଉ ୯ ଜଣ କରୋନା ରୋଗୀ ଚିହ୍ନଟ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୧:୮:୨୦): ସାରା ଦେଶରେ କରନା ଭୁତାଣୁ କାୟା ବିସ୍ତାର କରିଚାଲିଛି , ଯେପରିକି କୋରାପୁଟ ଜିଲ୍ଲାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଥିବାରୁ ଜିଲ୍ଲାବାସୀ ଚିନ୍ତିତ ହୋଇ ପଡିଛନ୍ତି | ଘରୁ ବାହାରକୁ ଦିନିକିଆ କୁଳି କରିବା ପାଇଁ ଯିବାକୁ ମଧ୍ୟ ଭୟ ହଉଛି |

ଏପରି ସ୍ଥିତିରେ ବନ୍ଧୁଗାଁ ବ୍ଲକ ଠାରେ ଆଜି ଆଉ ୧୧ ଜଣ କରୋନା ପୋଜିଟିଭ ହୋଇଥିବାର ଜିଲ୍ଲାପାଳ ଶ୍ରୀ ମଧୁସୁଧନ ମିଶ୍ର ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସଙ୍କ ଜରିଆରେ ସୂଚନା ଦେଇଥିଲେ | ଏହାକୁ ନେଇ ଅଂଚଳରେ ଭୟ ର ବାତାବରଣ ଦେଖିବାକୁ ମିଳିଛି | ଆଜିର ଏହି ୧୧ ଜଣ ଚିହ୍ନଟ ହୋଉଛନ୍ତି, ୪ ଜଣ ଗୋଟିଏ ପରିବାର ର ଆନ୍ଦ୍ରରୁ ଫେରନ୍ତା ଓ ଆଉ ୭ ଜଣ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ର ଠାରେ କାର୍ଯ୍ୟ କରୁଥିବା କର୍ମୀ ମାନେ ଅଟନ୍ତି |ଏହି ମାନଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ତ୍ୟ କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା ଜାରି ରହିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: