Advertisements
Tuesday, August 4, 2020
Home Government News ବିନିକା ବ୍ଲକର ମୁଖ୍ୟ କିରାଣୀଙ୍କ ଚାକିରୀରୁ ଅବସର

ବିନିକା ବ୍ଲକର ମୁଖ୍ୟ କିରାଣୀଙ୍କ ଚାକିରୀରୁ ଅବସର

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୦୧/୦୮) :ବିନିକା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସତ୍ୟ ନାରାୟଣ ମିଶ୍ର ଗତକାଲି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ସେ ୩୯ବର୍ଷଧରି କଲେକ୍ଟଟରିଏଟ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଚାରୁ ରୁପେ କମକରି ସୁନାମ ଅର୍ଜନ କରିଛନ୍ତି ।

ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଏବିଡ଼ିଓ ନିରଞ୍ଜନ ନାଏକଙ୍କ ଅଧ୍ୟକ୍ଷତା ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଅଶୋକ ନନ୍ଦ, ସିଇଓ ଅକ୍ଷୟ ମେହେର, ଏଇଇ ଅନୁପମା ଗଣିକ, ବିଏସଏସଓ ଅଶ୍ୱନୀ ପାଣ୍ଡେ ପ୍ରମୁଖ ଯୋଗ ଦେଇ ମୁଖ୍ୟ କିରାଣୀ ଶ୍ରୀ ମିଶ୍ରଙ୍କ ଚାକିରୀ କାଳ ମଧ୍ୟରେ ସୁଚାରୁ ରୂପେ କାମ କରିଥିବା ସମ୍ପର୍କରେ ଆଲୋକପାତ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିନିକା ବ୍ଲକ ସରପଞ୍ଚ ସଂଘ ସଭାପତି ଲକ୍ଷ୍ମଣ ସାହୁ , ପ୍ରଗତି ସହାୟକ ଦିତିକୃଷ୍ଣ ପଣ୍ଡା , କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ ଦାଶ ଓ ଷ୍ଟାଫ ଉପସ୍ଥିତ ଥିଲେ । ଅପରପକ୍ଷରେ ବିନିକା ବିଡ଼ିଓ ବିଶ୍ୱ ରଞ୍ଜନ ମଲିକଙ୍କୁ ବଦଳି ହୋଇଯାଇଛି । ସେ କିଛିଦିନ ହେଲା ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର୍କ୍ରମେ ବିନିକା ଏବିଡ଼ିଓ ନାଏକଙ୍କୁ ବିଡ଼ିଓ ଦାଇତ୍ୱ ପ୍ରଦାନ କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: