Advertisements
Tuesday, August 4, 2020
Home Uncategorized ବଲାଙ୍ଗୀର ରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ମୋଟ ୧୬୦୨ ପଜିଟିଭ କେଶ

ବଲାଙ୍ଗୀର ରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ମୋଟ ୧୬୦୨ ପଜିଟିଭ କେଶ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪ବ୍ୟୁରୋ-୦୧/୦୮): ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି | ଆଜି ପୁଣି ୧୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ କରାଯାଇଛି ।

ସଂଗରୋଧ କେନ୍ଦ୍ରରୁ ୯୯୩ ଚିହ୍ନଟ ହୋଇଥିବାବେଳେ ୬୦୯ ଆକ୍ରାନ୍ତ ଅନ୍ୟାନ୍ୟ ସ୍ଥାନରୁ ଜଣାପଡିଛନ୍ତି । ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମରେ ସର୍ବାଧିକ ୩୦୮ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ୨୮୫ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଗଜପତି ୧୦୮, ରାୟଗଡା -୧୬୪, ଯାଜପୁର-୪୪, ସୁନ୍ଦରଗଡ-୬୨, ଢେ଼ଙ୍କାନାଳ-୪୯, ପୁରୀ-୫୦, କେରାପୁଟ-୫୬, ବଲାଙ୍ଗିଗିର-୩୮, ନୟାଗଡ-୩୩, କନ୍ଧମାଳ-୪୫, ସମ୍ବଲପୁର-ମୟୁରଭଞ୍ଜ-୩୯, କଳାହାଣ୍ଡି-ମାଲକାନଗିରି-୩୦ ଚିହ୍ନଟ କରାଯାଇଛି । ସେହିଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୨ ହଜାର ୭ଶହ ଥିବା ଜଣାପଡିଛି । ସେହିଭଳି ୨୦ ହଜାରରୁ ଅଧିକ ସୁସ୍ଥ ହୋଇଥିବା ଜଣାପଡିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: