Advertisements
Tuesday, August 4, 2020
Home Corona Breaking ଆଜି ବଲାଙ୍ଗୀର ରେ ପୁଣି ୧୯ ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ମୋଟ ୧୪୯୯

ଆଜି ବଲାଙ୍ଗୀର ରେ ପୁଣି ୧୯ ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ମୋଟ ୧୪୯୯

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //
ବଲାଙ୍ଗୀର (୩୧/୦୭): ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଆଜି ଠାରୁ ବଲାଙ୍ଗୀର ୪ଦିନ ପାଇଁ ସଟ ଡାଉନ ଘୋଷଣା ହୋଇଛି |

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବ ସହ ବଲାଙ୍ଗୀର ରେ ୧୯ଜଣ ଆକ୍ରାନ୍ତ ପଜିଟିଭ ବାହାରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି | ଏହି ନୂଆ ଆକ୍ରାନ୍ତ ମଧ୍ୟରୁ ୯୧୪ ଜଣ କ୍ଵାରିଣ୍ଟିଂ ରେ ଥିଲେ ଓ ୫୮୫ ଜଣ ଲୋକାଲ କେଶ ବୋଲି ଜଣାପଡିଛି | ନୂତନ ୧୪୯୯ ଆକ୍ରାନ୍ତ ମଧ୍ୟରୁ କେବଳ ଗଂଜାମ ରୁ ୩୬୩, ଖୋର୍ଦ୍ଧା ରୁ ୨୧୪, ଢେଙ୍କାନାଳ ରୁ ୯୨, କୋରାପୁଟ ୮୧, କନ୍ଧମାଳ ୫୦, କଟକ ୨୮, ସମ୍ବଲପୁର ୫୬, କଳାହାଣ୍ଡି ୪୪, ଝାରସୁଗୁଡା ୭, ମାଲକାନଗିରି ୨୬, ରାୟଗଡା ୪୦, ସୋନପୁର ୫ ଓ ସୁନ୍ଦରଗଡ଼ ୭୫ ଇତ୍ୟାଦି ଚିହ୍ନଟ ହୋଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: