Advertisements
Tuesday, August 4, 2020
Home District News ପୋଲିସ ଦ୍ୱାରା ଭାଙ୍ଗ ଗାଡି ଜବତ ଓ ଦୁଇ ଅଟକ, କଲ୍ୟାଣସିଂପୁର

ପୋଲିସ ଦ୍ୱାରା ଭାଙ୍ଗ ଗାଡି ଜବତ ଓ ଦୁଇ ଅଟକ, କଲ୍ୟାଣସିଂପୁର

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର (ତା ୩୦/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ପୁଲିସ ଦ୍ବାରା ଚୋର ଚାଲାଣ ହେଉଥିବା ଭାଙ୍ଗ ଗାଡ଼ି ସହ ଦୁଇ ଜଣକୁ ଅଟକ ରଖିତଦନ୍ତ ଚଳାଇଛି |

କଳାହାଣ୍ଡି ଜିଲ୍ଲାରୁ ଠାରୁ ଏହି ଭାଙ୍ଗ ଗାଡି ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ସଦର କୁ ଆସୁଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଥାନା ନିକଟରେ ଭାଙ୍ଗ ଗାଡି କୁ ଅଟକ ଥିଲେ ତେବେ ଉକ୍ତ ଗାଡି ରେ କେତେ ପରିମାଣର ଭାଙ୍ଗ ଜବତ ହୋଇ ତାର ସ୍ଵଷ୍ଟ ସୂଚନା ମିଳିପାରିନାହିଁ ଅପର ପକ୍ଷରେ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ସୁକୁମା ହଂସଦା ସୂଚନା ଦେଇଛନ୍ତି ଡ୍ରାଇଭର ସହ ଗାଡି ମାଳିକକୁ ଘଟଣା ସଂମ୍ପର୍କ ରେ ପଚରାଉଚରା କରୁଥିବା କହିଛନ୍ତି। ତେବେ ଏହାର ତଦନ୍ତ ପରେ ସତ୍ୟା ସତ୍ୟ ଖବର ପଦାକୁ ପ୍ରକାଶ ପାଇବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଗାଡ଼ିରେ ଭାଙ୍ଗ ସହ ସୟାବୀନ ବଡି ୧୦ ବସ୍ତା ଓ ସର୍ପ ୩୦ ବସ୍ତା ରହିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: