Advertisements
Tuesday, August 4, 2020
Home Business & Private  ବନ୍ଧୁଗାଁରେ ଉପହାର ଅନୁକୂଳ ତରଫରୁ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

 ବନ୍ଧୁଗାଁରେ ଉପହାର ଅନୁକୂଳ ତରଫରୁ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୩୦:୭:୨୦): ବନ୍ଧୁଗାଁ ବ୍ଲକର ବନ୍ଧୁଗାଁ ଗ୍ରାମର ଧାନ ମିଲ ପଛକୁ ଥିବା ଉପହାର ଅନୁକୂଳ ତରଫରୁ ସ୍କୁଲରେ ପାଠ ପଢ଼ୁଥିବା ୭୦ ଜଣ ଗରିବ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

ପିଲା ପ୍ରତି ଚାଉଳ ୧୦ କେଜି, ଅଟା,ତେଲ, ସୁଜି,ଡାଲି, ଏକ କେଜି ଲେଖାଏଁ ଓ ଗାଧୋଇବା ଓ ସଫା କରିବା ସାବୁନ ତିନୋଟି ଲେଖାଏଁ ବଣ୍ଟା ଯାଇଛି | ଏଥିରେ ଉପହାର ଅନୁକୂଳର ମୁଖ୍ୟ ଅତିଥି ଭାବରେ ଏସ.କେ.ଦୀପ ଓ ସୁପର ଭାଇଜର ରଜତ କର,ବନ୍ଧୁଗାଁ ବ୍ଲକ ବିଜେଡି ସଭାପତି ଶ୍ରୀ ସାରସା ଭଦ୍ରା ନାଗା ଓ ବନ୍ଧୁଗାଁ ପଞ୍ଚାୟତର ସରପଞ୍ଚ କାଡ୍ରାକା ନାଗାଙ୍କ ଉପସ୍ଥିତରେ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଥିଲା । ଉପହାର ଅନୁକୂଳ ଓ ବନ୍ଧୁଗାଁ ୟୁଏସସିସି ର ମୁଖ୍ୟ ପରିଚାଳକ ଏବଂ ଶିକ୍ଷକ ମାଣ୍ଡିଙ୍ଗ ଗୌରୀ ଓ ଓଡାଦି ଘାସିରାମ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଏହା ସହ ବନ୍ଧୁଗାଁ ୟୁଏସସିସି ପିଲାମାନଙ୍କ ସମସ୍ତ ପରିବାର ଓ ଅବିଭାବକ ମାନେ ୟୁଏସସିସି କୁ ଧନ୍ୟବାଦ ଜଣାଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: