Advertisements
Tuesday, August 4, 2020
Home Corona Lockdown କରୋନା ମହାମାରୀକୁ ଦୃଷ୍ଟିରେ ରଖି ଝୁଲଣ ଯାତ୍ରା ବନ୍ଦ !,ପଦ୍ମପୁର

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଝୁଲଣ ଯାତ୍ରା ବନ୍ଦ !,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୯/୦୭): ବରଗଡ ଜିଲ୍ଲା ଅନତୀଦୂରରେ ଥିବା ବୁବୁଡା ଗ୍ରାମ ରେ ପ୍ରତିବର୍ଷ ଝୁଲଣ ଯାତ୍ରା ଧୂମଧାମ ରେ ପାଳିତ ହୋଇଥାଏ ।

ହେଲେ ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବ୍ୟାପିବାରେ ଲାଗିଥିବାବେଳେ ଭିଡ କୁ ଆଖି ଆଗରେ ରଖି ଝୁଲଣ ଯାତ୍ରାକୁ ଏବର୍ଷ କମିଟୀ ର ନିଷ୍ପତି କ୍ରମେ ବନ୍ଦ କରିଦିଆଯାଇଛି । ରିତିନୀତି ଅନୁଯାୟୀ ପୂଜକ ପ୍ରଦୀପ ରଥ ମନ୍ଦିର ରେ ସାମାଜିକ ଦୂରତା ରକ୍ଷା ପୂର୍ବକ ମାତ୍ର ୫ ଜଣ ସିମୀତରେ ରାଧାକୃଷ୍ଣ ପ୍ରତିମା କୁ ପୂଜାକାର୍ଯ୍ୟ ସୁରୁଖୁରୁ ରେ ସଂପାଦିତ କଲେ । ଏବର୍ଷ ରଥ ନ ହେବାରୁ ଅଂଚଳବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: