Advertisements
Tuesday, August 4, 2020
Home Corona Breaking ଆସନ୍ତା ୩୧ ତାରିଖ ରୁ ବଲାଙ୍ଗୀର ୪ଦିନ ପାଇଁ ସଟ ଡାଉନ ଘୋଷଣା କଲେ ପ୍ରଶାସନ

ଆସନ୍ତା ୩୧ ତାରିଖ ରୁ ବଲାଙ୍ଗୀର ୪ଦିନ ପାଇଁ ସଟ ଡାଉନ ଘୋଷଣା କଲେ ପ୍ରଶାସନ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୨୯/୦୭) : ଦିନ କୁ ଦିନ କରୋନା ମହାମାରୀ ବଲାଙ୍ଗୀର ଜିଲ୍ଲା ରେ ନିଜର ପ୍ରଭାବ ବିସ୍ତାର କରୁଥିବା ଦେଖାଦେଇଛି | ସେଥିପାଇଁ ଆଜି ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଜିଲ୍ଲା କୁ ୪ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି | ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି |

ଏହି ସମୟରେ ଜିଲ୍ଲା ବାହାର କୌଣସି ବ୍ୟକ୍ତିଗତ ଗାଡି କିମ୍ବା ସାଧାରଣ ଗାଡି ଯିବା ଆସିବା ମନା କରାଯାଇଛି | ସମସ୍ତ ସରକାରୀ , ବେସରକାରୀ ସଂସ୍ଥା ତଥା ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି | କେବଳ ଅତି ଜରୁରୀ ସାମଗ୍ରୀ ଉପରେ କିଛି ମାତ୍ରାରେ କୋହଳ କରାଯାଇଛି | କେବଳ ହସ୍ପିଟାଲ, କ୍ଲିନିକ, ଘରୋଇ ଡାକ୍ତରଖାନା, ମେଡିକାଲ ରେ କାମ କରୁଥିବା କର୍ମଚାରୀ, ପୋଲିସ, ଅଗ୍ନିଶମ କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗଣମାଧ୍ୟମ , ବିଦ୍ୟୁତ ବିଭାଗ କର୍ମଚାରୀ ଯିବାଆସିବା କରିପାରିବେ ଓ ବ୍ୟାଙ୍କ ଓ ଏଟିଏମ ଗୁଡିକ ଖୋଲା ରହିବ ବୋଲି ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: