Advertisements
Tuesday, August 4, 2020
Home District News କଂକ୍ରିଟ ଅଂଚଳରେ ବି ବୃକ୍ଷ ରୋପଣ, ଆଶ୍ଚର୍ଯ୍ୟ ହେଲେ ବି ସତ

କଂକ୍ରିଟ ଅଂଚଳରେ ବି ବୃକ୍ଷ ରୋପଣ, ଆଶ୍ଚର୍ଯ୍ୟ ହେଲେ ବି ସତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ କେ ବିଶ୍ୱାସ //
ମାଲକାନଗିରି (୨୯/୦୭): କଙ୍କ୍ରିଟ୍ ଜଙ୍ଗଲ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ । କଥା ତା ଶୁଣି କରି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୯ଛକ ବା ସ୍ଥାନୀୟ ଅଞ୍ଚଳର କଙ୍କ୍ରିଟ୍ ଜଙ୍ଗଲ ବଜାର ଉପରେ ଆଜି ଏକ ଅଭିନବ ଉପାୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଯାଇଛି।

ବିଭିନ୍ନ ସ୍ଥାନ ମାନଙ୍କରେ ଖୋଲା ପଡିଆ ଏବ୍ଂ ସହର ବସତି ଠୁ ଦୂର ସ୍ଥାନମାନ ଙ୍କ ରେ ବୃକ୍ଷ ରୋପଣ କରାଯାଇଥାଏ। ହେଲେ ଆଜି ଏମଭି ୭୯ସହର ଉପକଣ୍ଠ ବଜାର ଉପରେ ଗଛ ଲଗାଇ ଏକ ନିଆରା ବାର୍ତ୍ତା ଦେଇଛନ୍ତି ସମସ୍ତକୁ। ବୃକ୍ଷ ର ଆବଶ୍ୟକତା ପ୍ର୍ୟତେକ ଲୋକଙ୍କୁ ରହିଛି କେବଳ ଗ୍ରାମାଞ୍ଚଳରେ ବୃକ୍ଷ ରୋପଣ କରାଯାଇ ପାରିବ ତାହା ନୁହେ ସହର ଉପକଣ୍ଠରେ ମଧ୍ୟ ଗଛଟିଏ ଲଗାଯାଇ ପାରିବ। ଆଜିର ଏହି କାର୍ଯ୍ୟକ୍ରମ ନିହାତି ରୂପରେ ଲୋକ ଙ୍କ ଉପରେ ବିଶେଷ ପ୍ରଭାବ ରଖିବା ସହ ଆଗାମୀ ଦିନରେ ସ୍ଥାନୀୟ ଏମଭି ୭୯ଅଞ୍ଚଳକୁ ଏକ ନିଆରା ପରିଚୟ ମଧ୍ୟ ପ୍ରଦାନ କରିବ। ଏହି ଉଦ୍ଦେଶ୍ୟ ରେ କଙ୍କ୍ରିଟ୍ ଜଙ୍ଗଲ ବା ମାର୍କେଟ ଅଞ୍ଚଳରେ ଏହି ଭଲି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠତି କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର। ଆଜିର ଏହି କାର୍ଯ୍ୟକ୍ରମ କୁ ସ୍ତାନୀୟ ଏମଭି ୭୯ ଅଞ୍ଚଳ ର ସ୍ୱାମୀ ବିବେକାନନ୍ଦ ଯୁବ କମିଟି, ସ୍ତାନୀୟ କଲେଜ ଅଧକ୍ଷ, ବନ ବିଭାଗ ର ସମସ୍ତ ଅଧିକାରୀ ଓ ସ୍ତାନୀୟ ଅଞ୍ଚଳର ଲୋକପ୍ରତିନିଧି ସମେତ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ। କଙ୍କ୍ରିଟ୍ ଜଙ୍ଗଲ ବା ସହର ଉପକଣ୍ଠରେ ଏହିଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରସଂଶା କରିବା ସହ ଏହା ସମାଜ କୁ ଏକ ନିଆରା ବାର୍ତ୍ତା ଦେବ, ଗ୍ଲୋବାଲ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି କହିଛନ୍ତି ସ୍ତାନୀୟ ଏମଭି ୭୯ ଡକ୍ଟର ତନ୍ମୟ ଆଚାରୀ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: