Advertisements
Tuesday, August 4, 2020
Home Corona Breaking ବନ୍ଧୁଗାଁରେ ଆଉ ୮ଟି କରୋନାଆକ୍ରାନ୍ତ ଚିହ୍ନଟ

ବନ୍ଧୁଗାଁରେ ଆଉ ୮ଟି କରୋନାଆକ୍ରାନ୍ତ ଚିହ୍ନଟ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୯:୭:୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରରେ ରହିଥିବା ସମସ୍ତ କର୍ମୀଙ୍କ ନମୁନା ପରୀକ୍ଷା ପାଇଁ ଗତ ତା ୨୨:୭/ ରିଖରେ ପଠାଯାଇଥିଲା | ସେଥିମଧ୍ୟରୁ ୮ଜଣ ଙ୍କ ନମୁନାରୁ ପୋଜିଟିଭି ବାହାରିବାରୁ ଜିଲା ସ୍ବାସ୍ତ୍ୟ ବିଭାଗ ସେମାନଙ୍କୁ ସ୍ବାସ୍ତ୍ୟ କେନ୍ଦ୍ରର ଆଇସଲେଟ ଗୃହରେ ରହିବା ପାଇଁ ପରାମର୍ଶ ଦିୟଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାୟିତ୍ୱ ତୁଲାଇଥିବା କର୍ମୀମାନଙ୍କ ସମସ୍ତଙ୍କ ଘରେ ଆଜି ଅଗ୍ନିଶମ ବିଭାଗ ଦ୍ଵାରା ବିଶୁଦ୍ଧ ଜଳ ଛିଞ୍ଚନ କରାଯାଇଛି ।

ଏପଟେ ଉକ୍ତ ୮ ଜଣଙ୍କ ପୋଜିଟିଭି ବାହାରି ଥିବାରୁ ଜିଲା ସ୍ବାସ୍ତ୍ୟ ଅଧିକାରୀ ଶ୍ରୀ ମୋକରନ୍ଦ ବେଉରିଆ ତାଙ୍କୁ କରୋନା ଯୋଦ୍ଧା ବୋଲି ସମ୍ବୋଧନ କରଛନ୍ତି । ଲୋକେ କିଛି ମାତ୍ରାରେ ବୁଲାବୁଲି କରିବାର ପୂର୍ବ ଅପେକ୍ଷା ଵର୍ତମାନ ବନ୍ଦ ଓ ଭୟ କିରିଥିବାର ଦେଖିବାକୁ ମିଳିଛି। ସାରା ବିଶ୍ୱରେ କରନା କାୟା ବିସ୍ତାର କରିଚାଲି ଥିବା ସହ ବନ୍ଧୁଗାଁ ବ୍ଲକ ଠାରେ ମଧ୍ୟ ହୁହୁ ହୋଇ ବଡି ଚାଲିଛି | ଵର୍ତମାନ ବନ୍ଧୁଗାଁ ବ୍ଲକ ଠାରେ ୨୮ଜଣ ହୋଇଥିବାର ସୂଚନା ରହିଛି । ଇତି ମଧ୍ୟରେ କରନା ଭୟ ପାଇଁ ଲୋକେ ଠିକ ଭାବରେ ରୁହନ୍ତୁ ଓ ନିଜ ଘରେ ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷା ଦିୟନ୍ତୁ ଓ ତାସଙ୍ଗେ ଅତି ଜରୁରୀ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଘରେ ପରିବାରଙ୍କ ସହ ରୁହନ୍ତୁ ଓ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରନ୍ତୁ ବୋଲି ପ୍ରଶାସନ ସଚେତନ କରିଛି | ଏହା ସହ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ କାଡ୍ରାକା ନାଗା ଆଜି ଠାରୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବାର ଗଣ ମାଧ୍ୟମକୁ ଜଣାଇଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: