Advertisements
Tuesday, August 4, 2020
Home District News ତିନି ମାସ ହେଲା ହୋଇପାରୁନି ଏମ‌ଜିଏନ ଆରଜିଏସ୍ ବିଲ୍ ,ଚିନ୍ତାରେ ମାଡକାପଦର ପଞ୍ଚାୟତ ବାସୀ

ତିନି ମାସ ହେଲା ହୋଇପାରୁନି ଏମ‌ଜିଏନ ଆରଜିଏସ୍ ବିଲ୍ ,ଚିନ୍ତାରେ ମାଡକାପଦର ପଞ୍ଚାୟତ ବାସୀ

ରିପୋର୍ଟ୍ : ଜଗନ୍ନାଥ ଦଳେଇ //
ଖଇରପୁଟ (୨୫/୦୭): ଚିନ୍ତାରେ ପଡିଯାଇଛନ୍ତି ମାଲକାନଗିରି ଜିଲ୍ଲାର ,ଖଇରପୁଟ ବ୍ଲକ,ମାଡକାପଦର ପଞ୍ଚାୟତ ବାସୀ । କରନା ଯୋଗୁଁ କର୍ଯାକ୍ଷେମ ହୋଇପାରିନଥିବାରୁ ଏମଜିଏନ ଅରଜିଅସ୍ ରେ ଲୋକଙ୍କୁ କାମ ଯୋଗାଇଲା ଜିଲ୍ଲା ପ୍ରଶାସନ।ବହୁ ସ୍ଥାନରେ କାମ ମଧ୍ୟ ଯୋଗା ଯାଇଛି ।

ଲୋକେ ମଧ୍ୟ କାମରେ ଲାଗିଲେ।ହେଲେ କାମ ସାରି ଆଜିକୁ ତିନି ମାସ ହୋଇଗଲାଣି ।ହେଲେ ଏବେ ବି ବହୁତ ଲୋକଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ସେମାନେ ପାଇପାରୁ ନାହାନ୍ତି।ମାଡକାପଦର ପଞ୍ଚାୟତ ର ଗୁମ୍ମାଝରଣ, ତୋଟାଗୁଡ଼, ଶୁକ୍ରିପୁଟ ନୁନଖାରି ଏ ଭଳି ବିଭିନ୍ନ ଗ୍ରାମରୁ ଲୋକମାନେ ଏକଜୁଟ ହୋଇ ଏବେ କାମ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି। ଯେଉଁ ପର୍ଯ୍ୟନ୍ତ କାମର ପ୍ରାପ୍ୟ ସେମାନଙ୍କୁ ନ ମିଳିଛି ସେମାନେ ଆଉ ଏମଜିଏନ ଅରଜିଏସ ରେ କାମ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।ଏପଟେ ଖଇରପୁଟ ବିଡ଼ିଓ ହୃଦାନନ୍ଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏପଟେ ବିଡ଼ିଓଙ୍କ ପ୍ରତିଶ୍ରୁତି କୁ ଗ୍ରାମବାସୀ ଅପେକ୍ଷାରେ ରହିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: