Advertisements
Tuesday, August 4, 2020
Home Corona Breaking ଆଜି ବଲାଙ୍ଗୀର ରେ ୨୬ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୧୦୬୮

ଆଜି ବଲାଙ୍ଗୀର ରେ ୨୬ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୧୦୬୮

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪ ବ୍ୟୁରୋ-୨୯/୦୭): ରାଜ୍ୟରେ ଭୟଙ୍କର ସ୍ଥିତିରେ ମହାମାରୀ କରୋନା । ଆଜି ପୁଣି ୨୮ ଟି ଜିଲ୍ଲାରୁ ୧୦୬୮ ନୂଆ ପଜିଟିଭ ଚିହ୍ନଟ ହେବା ଘଟଣା ସରକାରଙ୍କ ଚିନ୍ତା ବଢ଼ାଇଛି ।

ସେହିଭଳି ସଂଗରୋଧ କେନ୍ଦ୍ରରୁ ୬୬୨ ଚିହ୍ନଟ ହୋଇଥିବାବେଳେ ଲୋକାକ ମାମଲା ରହିଛି ୪୦୬ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୧୭୭କୁ ବୃଦ୍ଧି ପାଇଥିବାବେଳେ ଆକ୍ଟିଭ ମାମଲା ରହିଛି ୧୦ ହଜାର ୯୨୦ । ଚିକିତ୍ସାଧୀନ ଅଛନ୍ତି ୧୦ ହଜାର ୬୦ଜଣ ସେହିଭଳି ଗଞ୍ଜାମରେ ସର୍ବାଧିକ ୨୪୫, ଖୋର୍ଦ୍ଧା-୧୯୪, କୋରାପୁଟ-୬୬, ଦେବଗଡ-୨, କଟକ-୬୧,-ବରଗଡ-୫, ବାଲେଶ୍ୱର-୨୯, ଅନୁଗୋଳ-୨୦, ଗଜପତି-୮୮, ଜଗତସିଂହପୁର-୩, ଯାଜପୁର-୧୨, ଝାରସୁଗୁଡା-୧୩, କଳାହାଣ୍ଡି-୧, ସୁନ୍ଦରଗଡରୁ ୧୧୨, ନୟାଗଡ-୨୯, ବଲାଙ୍ଗିରି-ନବରଙ୍ଗପୁର-୨୬, ମୟୁରଭଞ୍ଜ-୨୦ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: