Saturday, August 8, 2020
Home Corona Breaking ବାଲିଗୁଡା ରେ ଦୁଇ ଦିନରେ ୩୫ କରୋନା ପଜିଟିଭ /ପ୍ରଶାସନ ପକ୍ଷରୁ ସତର୍କତା ଜାରୀ

ବାଲିଗୁଡା ରେ ଦୁଇ ଦିନରେ ୩୫ କରୋନା ପଜିଟିଭ /ପ୍ରଶାସନ ପକ୍ଷରୁ ସତର୍କତା ଜାରୀ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୮ /୭): ବାଲିଗୁଡା ବିଜ୍ଞପିତ ଅଂଚଳ ପରିଷଦରେ ଗତ ଦୁଇ ଦିନରେ ୩୫ ଜଣ କରୋନା ପଜିଟିଭ ଚିହଁଟ ହୋଇଛି | ସେଥିମଧ୍ୟ୍ୟରୁ କେବଳ ୨୦ରୁ ଉର୍ଧ୍ଵ ସୁନାପଙ୍ଗା ଅଂଚଳରୁ ଲୋକାଲ କେଶ ବାହାରିଛି |

ଯାହା ବାଲିଗୁଡା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ହୋଇଛି | ପ୍ରଶାସନ ପକ୍ଷରୁ ବାଲିଗୁଡା ର ତେର ଟି ୱାର୍ଡ କୁ ଗତ ଏକ ସପ୍ତାହ ହେଲାଣି କେଣ୍ଟନମେଣ୍ଟ ଜୋନ ଘୋଷଣା କରି ସହରର ବିଭିନ୍ନ ପ୍ରବେଶ ପଥକୁ ବ୍ୟରିକେଟ କରି ପୋଲିସ ପକ୍ଷରୁ ନାକା କରାଯାଇ ସିଲ କରିଛି | ଏନଏସି ପକ୍ଷରୁ ରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଘରୁ ପଦାକୁ ଆବଶ୍ୟକ ନ ଥିଲେ ବାହାରି ବାକୁ ସତର୍କତା ଜାରୀ କରାଯାଇଛି | ବାଲିଗୁଡା ତହସିଲଦାର କ୍ଷୀରୋବଧା ତନ୍ମୟା ସାହୁ ବିଭିନ୍ନ ସାହି ବୁଲି ସଚେତନ କରାଉଛନ୍ତି | ଆଶାକର୍ମୀ ଘରକୁ ଘର ଯାଇ ଥର୍ମାଲ ସ୍କ୍ରିନଙ୍ଗ କରୁଛି | ବାଲିଗୁଡା ସହର ବିଭିନ୍ନ ସାହି ରେ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ କରାଯାଉଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: