1. Best News : ଜିଲ୍ଲା ଦାବି ନେଇ ଟିଟିଲାଗଡ ରେ ୧୨ ଘଣ୍ଟିଆ ବନ୍ଦ ଡାକରା

0
54
ଜିଲ୍ଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୮) : ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଦଳ ଗତ ନିର୍ବିଶେସ ରେ ନାଗରିକ ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।WhatsApp Image 2023 08 17 at 12.45.57 1. Best News : ଜିଲ୍ଲା ଦାବି ନେଇ ଟିଟିଲାଗଡ ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଏହି ବନ୍ଦ ପାଳନ ନେଇ ସକାଳ ୬ ଘଣ୍ଟା ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ଦୋକାନ, ବଜାର ସରକାରୀ ,ବେସରକାରୀ କାର୍ଯ୍ୟାଳୟ ସହ ଯାନ, ବାହାନ ଚଳା, ଚଳ ଠପ ହୋଇଯାଇଛି । ଏଥିରେ ସ୍ୱତ ପ୍ରୋତ ଭାବେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଦୀର୍ଘ ବର୍ଷ ଧରି ଟିଟିଲାଗଡ ପୌର ପରିଷଦକୁ ମାନ୍ୟତା ପ୍ରଦାନ ନେଇ ସରକାର ନୀରବ ଦ୍ରଷ୍ଟା ସାଜିଥିବା ବିଭିନ୍ନ ମହଲ ରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି ।