Best News : 77 ତମ ସ୍ୱାଧୀନତା ଦିବସ ପାଳିତ

0
61
77 ତମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୮) : ରାୟଗଡା ଜିଲ୍ଲା ବିଷମ କଟକ ମିନି ଖେଳ ପଡିଆ ଠାରେ 77 ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଥିଲା l

77 ତମ ସ୍ୱାଧୀନତା ଦିବସ ରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ର ତହସିଲଦାର ଶ୍ରୀ କେ.ଭେଙ୍କେଟେଶ୍ୱର ରେଡି ଓ ଏଥିରେ ଉପସ୍ଥିତ ମା ମାର୍କମା କଲେଜ ର ପ୍ରିନସିପାଲ, ଥାନା IIC ଶ୍ରୀ ଅମଲ ସରଦାର, ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଚନ୍ଦ୍ର ଗୌଡ଼ ସହଜଗ ରେ ଶାନ୍ତି ଶୁଙ୍ଖଳା ସହ ପାଳନ କରିଥିଲେ l ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ମା ମାର୍କମା କଲେଜ ର ଛାତ୍ର ଛାତ୍ରୀ ମାନେ ପେରେଡ କରି ପ୍ରାଇଜ ପାଇଥିଲେ l ଏଥିରେ ପୁଲିସ ପ୍ରଶାସନ, ଦୋମକୋଳ ବିଭାଗ ର ସହଜଗ ରେ ଗ୍ରାମବାସୀ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହ ପାଳନ ହୋଇଥିଲା l