Best News : 77 ତମ ସ୍ୱାଧୀନତା ଦିବସ ପାଳିତ

0
58
77 ତମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୮) : ରାୟଗଡା ଜିଲ୍ଲା ବିଷମ କଟକ ସମବାୟ ସମିତି ଠାରେ 77 ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଥିଲା l

77 ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ସମବାୟ ସମିତି (LAMP) ଶ୍ରୀ ସୂବେନ୍ଧୁ ନାରାୟଣ ଚୌଧୁରୀ ଉପ ସଭପତି ଶ୍ରୀମତୀ ଅନିତା ପୀଡିକାକା ଶ୍ରୀ ତ୍ରିନାଥ ଗୌଡ଼, ବୁଡୁ ପାଢ଼ୀ, କୃଷାନ କାଦ୍ରକ, ଜି. ପ୍ରୋଦିପ ଗୁଡୁଲା, ଦମଦାର ବର୍ଲିକା ଓ (MD) ସାନ୍ତୁନ ସାହୁ ଶାନ୍ତି ଶୁଙ୍ଖଳା ସହ ପାଳନ କରିଥିଲେ l କିଛି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ, ବିଭିନ୍ନ ପଞ୍ଚାୟତ ର କୃଷକ ଭାଇ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଅଗଷ୍ଟ ପନ୍ଦର ପାଇଁ ଭାରତ ମାତା ର ସ୍ଲୋଗାନ ଓ ଜନଗଣମନ ଗୀତ ଗାଈ ଆନନ୍ଦ ଉଲ୍ଲାସ ସହ ପାଳନ କରିଥିଲେ l