Advertisements
Tuesday, August 4, 2020
Home District News କନ୍ଧମାଳ : ତାର ମାଧ୍ୟମରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ

କନ୍ଧମାଳ : ତାର ମାଧ୍ୟମରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ

ରିପୋର୍ଟ: ଜଗଦୀଶ ଦାସ //
କନ୍ଧମାଳ (୨୬/୦୭):ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ହେଲେ ଏହାର ସୁବିଧା ପାଇ ପାରୁନାହାନ୍ତି ପ୍ରକୃତ ହିତାଧିକାରୀ |

ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲା କେ ନୂଆଗାଁ ବ୍ଲକ ଗୁଞ୍ଜିବ!ଡ଼ି ପଂଚାୟତର ବଗ!ଡ଼ି ଗ୍ରାମରେ | ଯେଉଁଠି ଏକ ନଦୀ ପାର ହେବା ପାଇଁ ଶହ ଶହ ଲୋକେ ଇଲେକ୍ତ୍ରି ତାରକୁ ମାଧ୍ୟମ ରୂପେ ଆପଣେଇନେଇଛନ୍ତି | ଏହି ବଗାଡି ନଦୀ ଆରପାରିରେ ବଦାଲି, ସାର୍କପଙ୍ଗା, ମିଲାମିନୁ ଏପରି ଅନେକ ଗ୍ରାମକୁ ବଗ!ଡ଼ି ଗ୍ରାମର ଲୋକେ ତହସିଲ କାର୍ଯ୍ୟ, ମେଡିକାଲ, ରାସନ, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ପାଇଁ ପ୍ରତିଦିନ ତାର ମାଧ୍ୟମରେ ନଦୀ ପାର ହୋଇ ଯିବା ଆସିବା କରନ୍ତି |କେତେବେଳେ ଯେ କୌଣସି ଅଘଟଣ ଘଟି ପ୍ରାଣହାନୀ ଘଟିବ ତାହା କହିହେବ ନାହିଁ | ଭୋଟ ସମୟରେ ନେତା ମାନେ ଆସି ପୋଲ ନିର୍ମାଣ କରାଇଦେବା କହି ଭୋଟ ହଟେଇ ନିଅନ୍ତି ହେଲେ ନିର୍ବାଚନ ସରିଗଲା ପରେ କାହାରି ଦେଖା ମିଳେ ନାହିଁ | ନଦୀ ଆର ପଟେ ସ୍କୁଲ, ଅଙ୍ଗନବାଡି ଇତ୍ୟାଦି ରହିଛି | ଫଳରେ ବିପଦସଂଙ୍କୁଳ ଅବସ୍ଥାରେ ପିଲାମାନେ ବହୁତ କଷ୍ଟରେ ଯିବା ଆସିବା କରନ୍ତି ବଲି ଲୋକେ ପ୍ରକାଶ କରିଛନ୍ତି | ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ | ତେବେ ପ୍ରଶାସନର ନିଦ ଭାଙ୍ଗିବ କେବେ ଏଠାରେ ପୋଲ ନିର୍ମାଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: