Advertisements
Tuesday, August 4, 2020
Home Corona Lockdown କାର୍ଗିଲ ଦିବସରେ ପ୍ରଧାନ ମନ୍ତ୍ରୀଙ୍କ "ମନ କି ବାତ " ରେ ସହିଦ ବୀର ଯବାନଙ୍କୁ...

କାର୍ଗିଲ ଦିବସରେ ପ୍ରଧାନ ମନ୍ତ୍ରୀଙ୍କ “ମନ କି ବାତ ” ରେ ସହିଦ ବୀର ଯବାନଙ୍କୁ ମାନେ ପକେଇଲେ ମୋଦି

ନୂଆଦିଲ୍ଲୀ(ଓଡିଶା ନ୍ୟୁଜ୨୪ବ୍ୟୁରୋ-୨୬/୦୭): ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଗିଲ ବିଜୟଦିବସରେ ଦେଶର ବୀର ଯବାନମାନଙ୍କ ସାହାସିକତାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି, ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଜାରି ରହିଛି । ସବୁ ଦେଶ ତୁଳନାରେ ଆମେ ଭଲରେ ଅଛେ । କରୋନା ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ କମ ରହିଛି । ସେହିଭଳି ଦେଶରେ ସୁସ୍ଥ ହାର ଅନ୍ୟ ଦେଶଠାରୁ ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମେ ସତର୍କ ରହିବା ଆବଶ୍ୟକ । ଏବେ କରୋନା ବିପତ୍ତି ଟଳିନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । ଡାକ୍ତରମାନେ ୧୦-୧୦ ଘଂଟା ଧରି ମାସ୍କ ପିନ୍ଧୁଛନ୍ତି । କରୋନା ବିରୋଧରେ ଲଢେ଼ଇ ଗମ୍ଭୀରତାର ସହ ଲଢେ଼ଇ କରିିବାକୁ ପଡିବ । କରୋନା ମୁକାବିଲା କରିବାରେ ଭାରତ ବେଶ ଫଳପ୍ରଦ ହୋଇଛି । ଅନ୍ୟ ପଟେ ଭାରତ ଯେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, ପାକିସ୍ତାନ ସେତେବେଳେ ବଡ ବଡ ଯୋଜନା କରି କାରର୍ଗିଲ ଯୁଦ୍ଧ କରିବାକୁ ଦୁଃସାହସ କରିଥିଲା । କିନ୍ତୁ ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା । ଭାରତ ପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ସଲାମ ଜଣାଇଛନ୍ତି ଶ୍ରୀ ମୋଦୀ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: