Thursday, October 1, 2020
Home Corona Virus Awereness କ୍ବାରେନଟାଇନ ଟଙ୍କା ପାଇଁ ପୁଣି ମଠସରସିଙ୍ଗି ପଞ୍ଚାୟତ ଘେରାଉ

କ୍ବାରେନଟାଇନ ଟଙ୍କା ପାଇଁ ପୁଣି ମଠସରସିଙ୍ଗି ପଞ୍ଚାୟତ ଘେରାଉ

ରିପୋର୍ଟ: ରାକେଶ ମହାରଣା //
କୋଦଳା(୨୧/୦୭): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମଠସରସିଙ୍ଗି ଗ୍ରାମ ପଞ୍ଚାୟତର ଲୋକମାନେ କ୍ବାରେନଟାଇନ ଟଙ୍କା ନ ମିଳିବାକୁ ନେଇ ସୋମବାର ଦିନ ବାଦପଲ୍ଲୀ ସ୍ଥିତ ନ୍ୟାୟବ ସରପଞ୍ଚ ସୁଜ୍ଞାନୀ ସ୍ବାଇଁଙ୍କ ଘର ସମ୍ମୁଖରେ ଘେରାଉ କରିବା ସହ ମଠସରସିଙ୍ଗି ପଞ୍ଚାୟତ ମଧ୍ୟ ଘେରାଉ କରି ପାଟିତୁଣ୍ଡ କରିଥିଲେ।

ଏଥିସହ ନ୍ୟାୟବ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟ ଉପରେ ଜନସାଧାରଣ ଖୁବ୍ଧ ପ୍ରକାଶ କରି ବିଭିନ୍ନ ଦାବି ମଧ୍ୟ ରଖିଥିଲେ । ପ୍ରକାଶ ଥାଉକି ଯେ ଗତ ବୁଧବାର ଦିନ ବାଦପଲ୍ଲୀ ସ୍ଥିତ ଘରକୁ ପଂଚାୟତବାସୀ ଘେରାଉ କରିବାକୁ ନେଇ ସେଠାରେ କୋଦଳା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସେଠାରୁ ଲୋକମାନେ ଓହରି ଥିଲେ କିନ୍ତୁ ପୁଣି ପ୍ରତିଶୃତି ଦେବା ଅନୁଯାୟୀ ସରକାର ଘୋଷଣା କରିଥିବା ପ୍ରବାସୀ ଓଡ଼ିଆଙ୍କ କ୍ବାରେନଟାଇନର ୨ ହଜାର ଟଙ୍କା ସୋମବାର ଦିନ ନ ମିଳିବାକୁ ନେଇ ଲୋକମାନେ ତାତି ଉଠିଥିଲେ ପୁଣି କୋଦଳା ପୋଲିସ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: