Advertisements
Monday, July 6, 2020
Home People & Public ମହିଳାଙ୍କ ଶାଢ଼ୀରେ ନିଆଁ ଲାଗି ମୃତ, ଖପ୍ରାଖୋଲ ଥାନାରେ ଅଭିଯୋଗ

ମହିଳାଙ୍କ ଶାଢ଼ୀରେ ନିଆଁ ଲାଗି ମୃତ, ଖପ୍ରାଖୋଲ ଥାନାରେ ଅଭିଯୋଗ

ଖପ୍ରାଖୋଲ(ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ କୁର୍ଲୁମାଲ ଗାଁରେ ଏକ ବିଦ୍ୟୁତ ସଟ ସର୍କିଟ ଲାଇନ ଯୋଗୁଁ ଏକ ମହିଳାର ମୃତ୍ୟୁ ଘଟିଛି।ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିବା ବେଲେ ,ଖପ୍ରାଖୋଲ ଏସ.ଆଇ ପ୍ରଧାନ ବାବୁ କହିବା ଅନୁଯାୟୀ ମହିଳା ଜଣକ ଶ୍ରୀମତୀ ସୁମିତା ନାଗ(୨୨) ରୋଷେଇ କରୁଥିବା ସମୟରେ ଲାଇନ ସଟ ସାର୍କିଟ ଯୋଗୁ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗି ମୃତ୍ୟୁ ହୋଇଥିବା ସନ୍ଧେହ କରାଯାଉଛି।ପୋଷ୍ଟମୋର୍ଟମ ପରେ ସବୁ ରୀପୋର୍ଟ ଜଣାପଡ଼ିବ ବୋଲି  ଖପ୍ରାଖୋଲ ପୋଲିସ ମତ ଦେଇଛନ୍ତି।ମୃତ୍ୟୁ ମହିଳା ର ସ୍ଵାମୀ ଟିକେଶ୍ବର ନାଗ କହିବା ଅନୁସାରେ ଦିନ୯:୦୦ମି ରେ ଘରେ କେହି ନଥିବା ସମୟରେ ଏହିଘଟଣା ଘଟିଛି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: